EnewsOdia.Com

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

ଦୁନିଆ ବଡ ଅଜବ । ପ୍ରତିଦିନ ଏହି ଅଜବ ଦୁନିଆରେ ବହୁତ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥାଏ । ଯାହାକୁ ଜଣେ ସହଜରେ ବିଶ୍ବାସ କରିବା ବହୁତ କଷ୍ଟକର । ଆଜିକାଲି ମଣିଷ ଏମିତି କିଛି ଅସାଧାରଣ କାମ କରିଥାଏ ଯାହା ତାକୁ ଲୋକଲୋଚନକୁ ଆଣିବାକୁ ବାଧ୍ୟ କରିଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ଅସରାଲ ପଞ୍ଚାୟତ ମାଗୁରା ଗ୍ରାମରେ । ଯେଉଁଠାରେ ସୌଭାଗ୍ୟ ବରାଡ ନାମକ ଜଣେ ଯୁବକ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି । ଯେଉଁ କାମକୁ ଜଣେ ସାଧାରଣ ଲୋକ କରିବା କାଠିକର ପାଠ ।

ଆମେ ଜାଣିବାରେ ସେ ପଶୁ ହେଉ କି ମଣିଷ ସମସ୍ତେ ନିଜ ନିଜର ଗୋଡରେ ହିଁ ଚାଲିଥାନ୍ତି । ମାତ୍ର ସୌଭାଗ୍ୟ ପ୍ରତ୍ୟକ ଦିନ ୩୦୦ ମିଟିର ହାତରେ ଚାଲିଥାନ୍ତି । ଏହ କୌଣସି ସର୍କସ ପାଇଁ ତାଲିମ୍ ନେବା ପାଇଁ ନୁହେଁ ବରଂ ରେକର୍ଡ ନିଶାରେ ଏପରି କରିଥିବା କହିଛନ୍ତି ସୌଭାଗ୍ୟ । ତାଙ୍କର ଏହି ନିଶା ଏବେ ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି ।

ପଢନ୍ତୁ: କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

ସମ୍ବନ୍ଧିତ ଖବର

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

Ratnamani Maharana

ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

Ratnamani Maharana

ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

Ratnamani Maharana

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

Ratnamani Maharana