EnewsOdia.Com

କାରୋନା ପାଇଁ ମକ୍କା ମଦିନା ଯାତ୍ରା ଉପରେ ରୋକ ଲଗାଇଲା ସାଉଦି ଆରବ

କରୋନା ଭୟ ସାରା ବିଶ୍ୱରେ ବ୍ୟାପିଛି । ଚୀନ୍ ବାହାରେ ବିଶ୍ୱର ଅନେକ ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ଦିନ ଚାଇନାରେ କରୋନାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ କରୋନା ଠାରୁ ୨ହଜାର୭୪୪ ଜଣଙ୍କର ମୃତ୍ୟୁ ହୋଇଛି। ଗଲ୍ଫ ଦେଶଗୁଡିକରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦ ଟି କରୋନା ମାମଲା ରିପୋର୍ଟ ହୋଇଛି ।ଏଥି ସହିତ, ସାରା ବିଶ୍ୱରେ ୮୧ ହଜାର ରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ମକ୍କା-ମଦିନାକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।

ଏଠାରେ ସୂଚନାଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ ଶେଷ ଭାଗରେ ସାଉଦି ଆରବସ୍ଥିତ ମକ୍କା ମଦିନାରେ ହଜ ଯାତ୍ରା ଅନୁଷ୍ଠିତ ହୋଇଥାଏ।
ପଢନ୍ତୁ: ଖାଁ ଖାଁ ଲାଗୁଛି ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟ

ସମ୍ବନ୍ଧିତ ଖବର

CAA ପ୍ରତିବାଦକାରୀଙ୍କୁ ‘ପାକିସ୍ତାନକୁ ଯାଅ’ ବୋଲି କହିଲେ ଉତ୍ତର ପ୍ରଦେଶ ପୁଲିସ ଅଧିକାରୀ

Ratnamani Maharana

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

Ratnamani Maharana

ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

Ratnamani Maharana

ଅବସର ନେଲେ ‘କାରଗିଲ’ ଯୁଦ୍ଧର ହିରୋ

Ratnamani Maharana

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ଅନୁଗୁଳ ବାସୀଙ୍କୁ କଲବଲ କରୁଛି ଶୀତ

Ratnamani Maharana