News

ଏସ୍‌ବିଆଇ ‘ଫନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଦେବ ଋଣ

One

 ସାମୁଦ୍ରିକ ଝଡ଼ ଫନିର  ପ୍ରଭାବ ଏତେମାତ୍ରାରେ ଥିଲା ଯେ ଆଜି ପର୍ଯ୍ୟନ୍ତ ଏହାର ସ୍ଥିତି ସୁଧୁରି ପାରିନି । ଏବେବି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇପାରିନାହିଁ । ତେବେ ବାତ୍ୟା ‘ଫୋନି’ ପ୍ରଭାବିତ ଉଦ୍ୟୋଗୀମାନଙ୍କୁ ମୁଦ୍ରା ଓ ବିଭିନ୍ନ ଯୋଜନାରେ ଖୁବ୍‌ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ  ପକ୍ଷରୁ ଘୋଷଣା କରାଯାଇଛି ।ଭୁବନେଶ୍ୱରରେ ବସିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମୀକ୍ଷା ବୈଠକରେ ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀ ମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ଥିବା ୧୯୯୨ ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି ଶାଖା କାର୍ଯ୍ୟକ୍ଷମ ରହିଛି ।  ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ  ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ ।

ପଢନ୍ତୁ: ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

 

Related posts

ରୋଡ଼ ରୋମିଓଙ୍କୁ ସାବାଡ କରିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ଲେଡି ଦବଙ୍ଗ

Ratnamani Moharana

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର – ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

ENO Beuro

ରାଜକୀୟ ଢଙ୍ଗରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରିବା ପଛରେ ହାତ କାହାର ଥିଲା? ଜାଣନ୍ତୁ!

ENO Beuro

Leave a Comment