ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

୪୧. ୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଏସ୍‌ବିଆଇ

ଷ୍ଟେଟ୍‌ ବ୍ୟାଙ୍କ୍‌ର ୪୧ କୋଟି ସଞ୍ଚୟ ଖାତା ରହିଛି । ସର୍ବନିମ୍ନ ଜମାରାଶି ନ ଥିବାରୁ ଚଳିତ ଆର୍ଥିକ ବର୍ଷ ଏପ୍ରିଲ୍‌-ଜାନୁଆରି ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରାୟ ୪୧. ୧୬ ସଞ୍ଚୟ ଖାତା ବନ୍ଦ କରିଛି ବୋଲି ଏକ ଆର୍‌ଟିଆଇ ଅନୁସନ୍ଧାନରୁ ଜଣା ପଡ଼ିଛି ।

ପାଞ୍ଚ ବର୍ଷର ବ୍ୟବଧାନ ପରେ ଗତ ଏପ୍ରିଲ୍‌ ମାସରେ ଷ୍ଟେଟ୍‌ ବ୍ୟାଙ୍କ୍‌ ହାରାହାରି ମାସିକ ଜମା ବଜାୟ ରହୁ ନ ଥିବା ସଞ୍ଚୟ ଖାତା ଉପରେ ଜରିମାନା ରାଶି ପ୍ରଚଳନ କରାଇଥିଲା । ଗତ ଅକ୍ଟୋବର ମାସରେ ଏହି ଜରିମାନା ରାଶିକୁ କିଛି ମାତ୍ରରେ କମାଇ ଥିଲା ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା/ବିଏସ୍‌ବିଡି ଏବଂ ପେନ୍‌ସନ ଭୋଗୀ, ନାବାଳକ, ସାମାଜିକ ନିରାପତ୍ତା ହିତାଧିକାରୀ ଆଦିଙ୍କର ଥିବା ୧୬ କୋଟି ଆକାଉଣ୍ଟ୍‌କୁ ବନ୍ଦ କରାଯାଇ ନାହିଁ । ଏ ଆକାଉଣ୍ଟ୍‌ ସବୁ ସର୍ବନିମ୍ନ ଜମାରାଶି ନ ଥିବା ଜରିମାନା ଅନ୍ତର୍ଭୁକ୍ତ ନୁହେଁ ।

ପଢନ୍ତୁ ;

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଷ୍ଟେଟ୍‌ ବ୍ୟାଙ୍କ୍‌ର ୪୧ କୋଟି ସଞ୍ଚୟ ଖାତା ରହିଛି - 88%

88%

ଗତ ଅକ୍ଟୋବର ମାସରେ ଏହି ଜରିମାନା ରାଶିକୁ କିଛି ମାତ୍ରରେ କମାଇ ଥିଲା - 90%

90%
89%

Very Good!

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ଷ୍ଟେଟ୍‌ ବ୍ୟାଙ୍କ୍‌ର ୪୧ କୋଟି ସଞ୍ଚୟ ଖାତା ରହିଛି । ସର୍ବନିମ୍ନ ଜମାରାଶି ନ ଥିବାରୁ ଚଳିତ ଆର୍ଥିକ ବର୍ଷ ଏପ୍ରିଲ୍‌-ଜାନୁଆରି ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରାୟ ୪୧. ୧୬ ସଞ୍ଚୟ ଖାତା ବନ୍ଦ କରିଛି ବୋଲି ଏକ ଆର୍‌ଟିଆଇ ଅନୁସନ୍ଧାନରୁ ଜଣା ପଡ଼ିଛି ।

No Votes Yet

You're not rated yet