• Home
  • News
  • ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ
News

ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ଗୁଇନ୍ଦାଗିରି ଅଭିଯୋଗରେ ଦୋଷମୁକ୍ତ ହୋଇଥିବା ତଥା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ପ୍ରାକ୍ତନ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ନାରାୟନନ୍‌ଙ୍କ ଗିରଫଦାରୀକୁ ନିରାଧାର ଦର୍ଶାଇ ସର୍ବୋଚ୍ଚ ଅଦାଲତ କେରଳ ପୁଲିସ୍‌ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। କେରଳ ପୁଲିସ୍‌ର ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିକେ ଜୈନ୍‌ଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ବୈଜ୍ଞାନିକ ନାରାୟନନଙ୍କୁ ଗିରଫ କରିବା ଯିବାର କୌଣସି ଯଥାର୍ଥତା ନଥିଲା ବୋଲି ମଧ୍ୟ ରୁଲିଂ ଦେଇଛନ୍ତି।

scientist [object object] ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ scientist

୧୯୯୮ରେ ସୁପ୍ରିମ କୋର୍ଟ ଏହି ମାମଲାରେ ନବୀଙ୍କୁ ନିର୍ଦୋଷ ଘୋଷଣା କରିବା ସହିତ ନବୀ ନାରାୟଣଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କେରଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ପରେ ବୈଜ୍ଞାନିକ ନବୀ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଦ୍ୱାରସ୍ଥ ହେବା ସହ ରାଜ୍ୟ ସରକାରଙ୍କଠାରୁ ଅଧିକ କ୍ଷତିପୂରଣ ଦାବି କରିଥିଲେ। ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ।

ପଢନ୍ତୁ;ସୁଟିଂ ସେଟରେ ଅଘଟଣ :ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅନୁଭବ

Related posts

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ

Krishna Kumar Manoj

Wedding Venues In Kolkata: What To Look For ?

Krishna Kumar Manoj

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More