EnewsOdia.Com

ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜାମିନ୍ ମିଳିଛି । ଚିଦାମ୍ବରମଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗିରଫର ପ୍ରାୟ ୨ ମାସ ପରେ ଚିଦାମ୍ବରମଙ୍କୁ ଜାମିନ୍ ମିଳିଛି । ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ୍ ମିଳିଛି ।ସିବିଆଇ ଦ୍ବାରା ଗିରଫ ମାମଲାରେ ତାଙ୍କୁ ଜାମିନ ମିଳିବାପରେ ବି ପି ଚିଦମ୍ବରମ ତିହାଡ ଜେଲରେ ରହିବେ ବୋଲି ଜଣାଯାଇଛି, କାରଣ ଅକ୍ଟୋବର ୨୪ ତାରିଖଯାଏଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)ର କଷ୍ଟଡିରେ ରହିବେ। ଅକ୍ଟୋବର ୨୪ ଯାଏ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)କୁ ଅନୁମତି ମିଳିଛି।

ତେବେ ଆସନ୍ତା ୨୪ ଯାଏଁ ଇଡି ହେପାଜରେ ଅଛନ୍ତି ଚିଦାମ୍ବରମ୍ । ଇଡି ମଧ୍ୟ ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ଇଡିର ମାମଲା ପାଇଁ ଚିଦାମ୍ବରମଙ୍କ ଜେଲରୁ ମୁକୁଳିବା ଆଶା କମ୍ ରହିଛି । ଅଗଷ୍ଟ ୨୧ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା ।

ପଢନ୍ତୁ: ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

ସମ୍ବନ୍ଧିତ ଖବର

ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ

Ratnamani Maharana

ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

Ratnamani Maharana

ଦୀର୍ଘ ୬ ମାସ ପରେ ମୁକୁଳିଲେ କଶ୍ମୀରରେ ଗୃହବନ୍ଦୀ ଥିବା ୪ ନେତା

Ratnamani Maharana

ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

Ratnamani Maharana

କଳ୍ପନା ଛକରୁ ରବି ଟକିଜ୍ ପର୍ଯ୍ୟନ୍ତ ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ

Ratnamani Maharana

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

Ratnamani Maharana