ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

mahima

ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ସର୍ତମୂଳକ ଜାମିନ ଥିବା ଶିଳ୍ପପତି ମହିମା ମିଶ୍ର ପୁଣି ଥରେ ଜେଲ ଯିବାର ସମ୍ଭାବନା ଦେଖା ଦେଇଛି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମି ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ରଙ୍କୁ ଅକ୍ଟୋବର ୨୬ରେ ହୋଇଥିବା ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇ ଥିଲା।

mahima

ବିଚାରପତି ଅଭୟ ମନୋହର ସାପ୍ରେ ଓ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ମହିମାଙ୍କ ଜାମିନ ରାୟ ଉପରେ ପୁର୍ନବିଚାର କରିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣୀ କରିଥିଲେ । ଶୁଣାଣୀ କରି ଖଣ୍ଡପୀଠ ହାଇକୋର୍ଟ ଦେଇଥିବା ପୂର୍ବ ରାୟକୁ ଖାରଜ କରିଛନ୍ତି । ଫଳରେ ମହିମା ମିଶ୍ରଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଥିବା ବେଳେ ସେ ପୂର୍ବଭଳି ଜେଲରେ ରହିବେ।

ପଢନ୍ତୁ;ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More