News

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା

nageswar

କେବଳ ଭଗବାନ ହିଁ ଆପଣଙ୍କୁ ବଞ୍ଚାଇ ପାରିବେ, ଅଦାଲତ ଅବମାନନା ପାଇଁ ୧୨ରେ ହାଜର ହେବେ

ବିହାର ମୁଜାଫରପୁର ଆଶ୍ରୟ ଗୃହ କରୁଥିବା ସିବିଆଇ ଅଧିକାରୀ ଏ କେ ଶର୍ମା (ଯୁଗ୍ମ ନିର୍ଦ୍ଦେଶକ)ଙ୍କୁ ବଦଳି କରାଯିବ ନେଇ ସୁପ୍ରିମକୋର୍ଟ ଏମ୍‌ ନାଗେଶ୍ୱର ରାଓଙ୍କୁ ଭର୍ସନା କରିଛନ୍ତି। ଏଥିସହ ତାଙ୍କୁ ଓ ଏଥିରେ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇଛନ୍ତି। ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛଛନ୍ତି।

ଏଥିସହ କୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କୁ କେଉଁ କେଉଁ ଅଫିସରମାନେ ଏକେ ଶର୍ମାଙ୍କ ବଦଳି ପ୍ରକ୍ରିୟାରେ ସାମିଲ ଥିଲେ। ସେମାନଙ୍କ ନାଁ ଦିଅନ୍ତୁ ଏବଂ ସେମାନଙ୍କୁ ମଙ୍ଗଳବାର ଦିନ କୋର୍ଟରେ ହାଜର ହେବାକୁ କୁହନ୍ତୁ ବୋଲି ବିରକ୍ତି ଭାବ ପ୍ରକାଶ କରି ନିର୍ଦ୍ଦେଶ ଦେଇଛନ୍ତି।

ଏହା ଛଡା କୋର୍ଟ ମାମଲାର ସମସ୍ତ ପ୍ରମାଣ ଓ ଦସ୍ତାବିଜ ଯଦି ବିହାର ସରକାର ନ ଦେବ, ତା’ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସମନ କରାଯିବ ବୋଲି ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି।

ପଢନ୍ତୁ;  ଫେଡ କପ: ଥାଇଲାଣ୍ଡକୁ ହରାଇଲା ଭାରତ 

Related posts

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ENO Beuro

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

ENO Beuro

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ENO Beuro

Leave a Comment