News

ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍ : ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କଲେ ସ୍ବତନ୍ତ୍ର ଟିମ୍

Maxresdefault

ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ପାଇଁ ସ୍କ୍ବାର୍ଡ ଗଠନ । ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନେଇ ଏହି ଟିମ୍ ଗୁଡ଼ିକ ସ୍କୁଲ ପରିଦର୍ଶନ କରିବେ । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟିମ୍ ଗଠନ କରିଛନ୍ତି । ଆଜିଠାରୁ ଏହି ଟିମ୍  ତଦାରଖ କରିବେ  । ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରଥମେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ଯାଞ୍ଚ କରାଯିବ । ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କୁଲକୁ ତଦାରଖ କରାଯିବ । ପ୍ରଥମେ ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଏହି ଯାଞ୍ଚ ହେବାକୁ ଥିବା ବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ତଦାରଖ କରାଯିବ ।

ପଢନ୍ତୁ: ଗୋରା ହେବା କ୍ରିମ୍‌ ସାଜିପାରେ ଘାତକ ! ପ୍ରସାଧନ କ୍ରିମ୍ ନାଁରେ ବିକ୍ରି ହେଉଛି ଔଷଧ

Related posts

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

ENO Beuro

୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ENO Beuro

ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଆସ୍ଥାନା ଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ପଦୋର୍ନ୍ନତି

ENO Beuro

1 comment

ଦିଲ୍ଳୀରେ ନିୟମ ଉଲ୍ଲଙ୍ଘନ କରି ଲକ୍ଷେ ୪୧ ହଜାର ଟଙ୍କା ଗଣିଲେ ରାଜସ୍ତାନର ଟ୍ରକ୍ ଡ୍ରାଇଭର September 11, 2019 at 1:15 pm

[…] ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍ : ଖୋର… […]

Leave a Comment