EnewsOdia.Com

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ । ସିସ୍ମୋଲୋଜିଷ୍ଟମାନେ “stormquakes” ର ଆବିଷ୍କାର କରିଛନ୍ତି । ୩ ଦଶମିକ ୫ ତୀବ୍ରତାରେ ଭୂମିକମ୍ପ ପରି ଯେତେବେଳେ ତୁଫାନ ସିଫ୍ଲୋରକୁ ଦୋହଲାଇ ଦେଇଥାଏ, ସେତେବେଳେ “stormquakes” ସୃଷ୍ଟି ହୋଇଥାଏ ।

ଫ୍ଲୋରିଡା ଷ୍ଟେଟ ୟୁନିଭରସିଟ୍ ସିସ୍ମୋଲୋଜିଷ୍ଟଙ୍କ ଅନୁସାରେ କୌଣସି ଭୟଙ୍କର ସାମଗ୍ରୀ ତୁଳନାରେ ଏହି “stormquakes”ଭୟଙ୍କର । “stormquakes” ଦୁଇଟି ମହତ୍ୱପୂର୍ଣ୍ଣ ଦିଗରୁ ଅଲଗା ଅଲଗା । ଗୋଟିଏ ହେଉଛି ଏହା ବାସ୍ତବିକ୍‌, ଅନ୍ୟଟି ଯେତେ ଭୟଙ୍କର ବୋଲି ଚିନ୍ତା କରାଯାଏ ସେହି ତୁଳନାରେ ସେତେଟା ଭୟଙ୍କର ନୁହଁ । ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିଥାଏ । କିଛି ସ୍ଥାନରେ ଦୁଇଟି ଢେଉ ପରସ୍ପର ମଧ୍ୟରେ କଥା ହେଉଥିବା ବେଳେ ବଡ଼ ଢେଉ ସୃଷ୍ଟି ହୋଇଥାଏ । ସେତେବେଳେ ଏହା ଭୟଙ୍କର ହୋଇଥାଏ ।

ପଢନ୍ତୁ: କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

ସମ୍ବନ୍ଧିତ ଖବର

ଚୀନରୁ ନିଜ ଦେଶର ନାଗରିକଙ୍କୁ ଆଣିବନି ପାକିସ୍ତାନ

Ratnamani Maharana

କହ୍ନେୟାଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ କାଣ୍ଡ ଘଟାଇଥିବେଳେ ମୁଁ ନାବାଳକ ଥିଲି କହିଲା ଅଭିଯୁକ୍ତ

Ratnamani Maharana

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ନାଗରିକତା ଆଇନ ବିରୋଧରେ ସ୍ୱର ଉଠାଇବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କୁ ଚିଠି

Ratnamani Maharana