ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା। ସଭାସମିତି କରିବାକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ।
କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା। ସଭାସମିତି କରିବାକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ କମିଶନ କଟକଣା କୋହଳ କରିବା ପରେ ଏବେ ପଞ୍ଜାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା କୋହଳ କରିବାକୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଦାବି କଲେଣି। ଏପଟେ ରାଜ୍ୟରେ ବି କ୍ରମାଗତ ଭାବେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ତେଣୁ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ ସମ୍ଭାବନା ବଢୁଛି। କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା। ସଭାସମିତି କରିବାକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ କମିଶନ କଟକଣା କୋହଳ କରିବା ପରେ ଏବେ ପଞ୍ଜାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା କୋହଳ କରିବାକୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଦାବି କଲେଣି। ଏପଟେ ରାଜ୍ୟରେ ବି କ୍ରମାଗତ ଭାବେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ତେଣୁ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ ସମ୍ଭାବନା ବଢୁଛି।
କରୋନାର ପ୍ରଭାବ ହ୍ରାସ ପାଉଥିବା ଅନୁଭବ କରି ରାଜନୈତିକ ଦଳର ନେତାମାନେ ରାଲି ଶୋଭାଯାତ୍ରା କରିବାକୁ ମନ ବଳାଇଲେଣି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବ ବୋଲି କହିଛି ବିଜେଡି। ଏପଟେ ବିଜେପି ମଧ୍ୟ କହିଛି ପ୍ରଚାର ପାଇଁ ରାଜ୍ୟନିର୍ବାଚନ କମିଶନ ସୁଯୋଗ ଦେବାର ଆବଶ୍ୟକ। ଏପଟେ କଂଗ୍ରେସ ମଧ୍ୟ କଟକଣା କୋହଳ କରିବାକୁ ଦାବି କରିଛି।
ଏପଟେ ଆଜି ରାଜ୍ୟରେ ୩ହଜାର ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଗତି ଲଗାତର ଭାବେ କମିବାରେ ଲାଗିଛି। ଆଉ ଅଳ୍ପ ଦିନ ଭିତରେ ରାଜ୍ୟ ଭଲ ସ୍ଥିତିକୁ ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରୁଛନ୍ତି । ତେଣୁ କଟକଣା ଧିରେ ଧିରେ କୋହଳ ହେବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ରାଜ୍ୟ ନିର୍ବାଚନ କମିଶନ ବର୍ତମାନ ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ସପ୍ତାହରେ ଶେଷ ବେଳକୁ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ସାନି ଘୋଷଣା କରିପାରନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।