News

ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

flight

ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ର (MPATGM)ର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । 2018 ସେପ୍ଟେମ୍ବର 15 ଓ 16କୁ ଦୁଇ ମିଶନର ଅଧିକତମ ରେଂଜ କ୍ଷମତା ସହିତ ବିଭିନ୍ନ ରେଂଜମାନଙ୍କ ପାଇଁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

flight

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ଡିଆରଡିଓ, ଭାରତୀୟ ସେନା ଏବଂ ମିଶନ ସହିତ ଜଡିତ ଉଦ୍ୟୋଗମାନଙ୍କର ଏମପିଏଟିଜିଏମ ଅସ୍ତ୍ର ପ୍ରଣାଳୀର ଦ୍ୱିତୀୟ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି।

ପଢନ୍ତୁ;ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

Related posts

ପୁଣି ଅଡୁଆରେ ଏମ୍‌ ଜେ ଆକବର

ENO Beuro

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ENO Beuro

Sprinter Dutee Chand Brought Cheer For Odisha By Winning A Bronze Medal

ENO Beuro

Leave a Comment