30.1 C
Bhubaneswar
October 22, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍

ସେପ୍ଟେମ୍ୱର ୧୯ରୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ

ଦିନକ ପରେ ଅର୍ଥାତ୍ ଆସନ୍ତାକାଲିଠାରୁ ଜମିବ ଫଟାଫଟ କ୍ରିକେଟ୍ । ଆରମ୍ଭ ହେବ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ । ୟୁଏଇରେ ସମସ୍ତ ଦଳର ପ୍ରସ୍ତୁତି ବେଶ୍‌ ଜୋରଦାର । ନେଟ୍ସ ପ୍ରାକ୍ଟିସରେ ଜୋରଦାର ପରିଶ୍ରମ ଜାରି ରଖିଛନ୍ତି ସବୁ ଦଳର ଖଳାଳି । ବେଶ କିଛି ଦିନର ବିଶ୍ରାମ ପରେ ପୁଣି ଏକ ଭିନ୍ନ ପରିବେଶ ଓ ଭିନ୍ନ ଭେନ୍ୟୁରେ କିଏ ଜିତିବ ଟାଇଟଲ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ଦଳରେ କିଛିଟା ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏହା ଆମ ପ୍ରଦର୍ଶନରେ କୌଣସି ପ୍ରଭାବ ପକାଇବନି ବୋଲି ଆଶା କରୁଛି ବୋଲି କହିଛନ୍ତି ଆଫ୍ରିକା ପେସ୍‌ ବୋଲର ଆନରିଜ୍‌ ନର୍ଜ।

 

ପଢନ୍ତୁ: ଏଥର ବି ରାଜ୍ୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ

 

Related posts

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ଆରମ୍ଭ

Ratnamani Maharana

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ ସାଲେହ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More