ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା ।
ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା । ଅଫତାବ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ପକାଇଥିଲେ । ସେ ନେଇ ଅଫତାବଙ୍କୁ ପ୍ରଶ୍ନ ପଚାରିଛି ଦିଲ୍ଲୀ ପୁଲିସ । ଆଜି ଆଉ କିଛି ପଚରାଉଚରା କରିବା ପରେ ଅଫତାବଙ୍କ ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ଶ୍ରଦ୍ଧାଙ୍କ ଶରୀର କାଟିବା ପାଇଁ ଅଫତାବ ବ୍ୟବହାର କରିଥିବା ୫ ଟି ଧାରୁଆ ଛୁରୀ ଜବତ କରିଛି ପୁଲିସ । ଜବତ ହୋଇଥିବା ୫-୬ ଇଞ୍ଚ ଲମ୍ବର ଛୁରୀକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । କହିରଖୁଛୁ, ଏହି ମାମଲାର ତଦନ୍ତ ପାଇଁ ମୋଟ ୧୪ ଟିମ ଗଠନ କରାଯାଇଛି । ଜେରା ସମୟରେ ଅଫତାବ ହତ୍ୟା ମାମଲାକୁ ନେଇ ଗୋଟେ ପଟେ ଗୋଟେ ଚାଞ୍ଚଲ୍ୟକର ଖୁଲାସା କରୁଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।