VASTU

ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା

plam

ଶାସ୍ତ୍ର ରେ ସକାଳୁ ଉଠି ହାତ ପାପୁଲି ଦେଖିବାକୁ କୁହାଯାଇଥାଏ। କାରଣ ସକାଳୁ ଉଠି ହାତ ପାପୁଲି ଦେଖିଲେ ଭାଗ୍ୟ ଉଜ୍ଜଳ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏହା ସହ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

plam

ଯେତେବେଳେ କୌଣସି ବ୍ୟକ୍ତି ବିଶ୍ବାସର ସହ ନିଜ ହାତ ପାପୁଲି ଦେଖିଥାନ୍ତି,ସେତେବେଳେ ନିଜ ଆତ୍ମବିଶ୍ବାସ ବଢିଥାଏ। ସେହିପରି ହାତ ପାପୁଲି ଦର୍ଶନ କଲେ, ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ, ମନୁଷ୍ୟ ହାତରେ ତୀର୍ଥ ରହିଛି। ଏହି ମତ ଅନୁସାରେ ଚାରି ଆଙ୍ଗୁଳିର ଆଗ୍ର ଭାଗରେ ଦେବତୀର୍ଥ ରହିଛି।

ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଶାସ୍ତ୍ରରେ ଅନ୍ୟ କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ, ହାତ ପାପୁଲିରେ ଲକ୍ଷ୍ମୀ,ସରସ୍ୱତୀ ଓ ବ୍ରହ୍ମା ବାସ କରିଥା’ନ୍ତି। ହାତ ପାପୁଲିର ଅଗ୍ରଭାଗରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଓ ଶେଷରେ ବ୍ରହ୍ମା ଅବସ୍ଥାନ କରୁଥିବା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ପଢନ୍ତୁ; ତିତ୍‌ଲି ସହାୟତା:ଏନଡିଆରଏଫରୁ ମଞ୍ଜୁର ହେଲା ୧୦୨୩.୫୯ କୋଟି

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ର ପିନ୍ଧିବା ସମୟରେ କିଛି ଧ୍ୟାନରେ ରଖନ୍ତୁ ଏହିସବୁ କଥା!

ENO Beuro

Leave a Comment