• Home
  • LIFESTYLE
  • ଆପଣ ଦୀର୍ଘ ସମୟ ଧରି ବସୁଛନ୍ତି କି? ସାବଧାନ! ଏହା ହୃତପିଣ୍ଡ ପାଇଁ ବିପଦଜନକ ହୋଇପାରେ
LIFESTYLE

ଆପଣ ଦୀର୍ଘ ସମୟ ଧରି ବସୁଛନ୍ତି କି? ସାବଧାନ! ଏହା ହୃତପିଣ୍ଡ ପାଇଁ ବିପଦଜନକ ହୋଇପାରେ

ଘରେ ହେଉ ବା ଅଫିସରେ ଅଧିକ ସମୟ ବସିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଲଗାତାର ୮/ ୯ ଘଂଟା ବସିବା ଦ୍ୱାରା ଶରୀରର ବିଭିନ୍ନ ଅଂଶ ଉପରେ କୁପ୍ରଭାବ ପକାଇଥାଏ। ସାଧାରଣତଃ ଏହା ହୃତପିଣ୍ଡ ଉପରେ ଅଧିକ ପ୍ରଭାବ ପକାଇଥାଏ।

ତେବେ ଏହାର ପ୍ରତିକାର ପାଇଁ ଜାଣିରଖନ୍ତୁ କିଛି ଟିପ୍ସ-

  • ଅଫିସ ହେଉ ବା ଘରେ ମଧ୍ୟାହ୍ନ ଭୋଜନ ପରେ ୧୫ ମିନିଟ୍ ଚଲାବୁଲା କରନ୍ତୁ। ବସନ୍ତୁ ନାହିଁ।
  • ଲିଫ୍ଟ ଯିବା ବଦଳରେ ସିଡିରେ ଚଢି ଯାଆନ୍ତୁ। ସମ୍ଭବ ହେଲେ ଦୁଇଟି ସିଡି ଏକା ସାଙ୍ଗରେ ଚଢନ୍ତୁ।
  • ବିରତି ଅବସରରେ ଗଭିର ପ୍ରଶ୍ୱାସ ନିଅନ୍ତୁ। ଏହା ଦ୍ୱାରା ସହଜ ଲାଗିବ ଏବଂ ହୃତପିଣ୍ଡର ଗତି ମଧ୍ୟ ନିୟନ୍ତ୍ରିତ ରହିବ।
  • କାମ କରିବା ଅବସରରେ ପ୍ରତି ଏକ ଘଂଟା ବ୍ୟବଧାନରେ ୫ ମିନିଟ ବିରତି ନେବା ଉଚିତ।
  • ଅନ୍ୟ ଦ୍ୱାରା କାମ କରାଇବା ପରିବର୍ତେ ନିଜ କାମ ନିଜେ କରନ୍ତୁ। ଉଦାହରଣ ସ୍ୱରୂପ ଚା କିମ୍ବା କଫି ମଗାଇବା ପରିବର୍ତେ ନିଜେ ଚା ଷ୍ଟଲରେ ଯାଇ ପିଇ ଆସିବା ଉଚିତ।

ଆପଣ ଦୀର୍ଘ ସମୟ ଧରି ବସୁଛନ୍ତି କି? ସାବଧାନ! ଏହା ହୃତପିଣ୍ଡ ପାଇଁ ବିପଦଜନକ ହୋଇପାରେ setting

ପଢନ୍ତୁ; ଚର୍ମ ରୋଗ ଏକଜିମା ର ଲକ୍ଷଣ ଓ ଘରୋଇ ଚିକିତ୍ସା ବିଷୟରେ ଜାଣନ୍ତୁ

Related posts

ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସାହାଯ୍ୟ କରିଥାଏ “ସପୁରି” ! ଜାଣନ୍ତୁ ଏଥିରେ ଥିବା କିଛି ଔଷଧୀୟ ଗୁଣ

Krishna Kumar Manoj

କ’ଣ ଧୂପକାଠି ଧୂଆଁ ଶରୀରପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ଦୂର କରିଥାଏ “ଷ୍ଟ୍ରବେରି”, ଜାଣିରଖନ୍ତୁ ସବୁବେଳେ କେଉଁ ଖାଦ୍ୟ ଖାଇବାଦ୍ୱାରା ତ୍ୱଚାର ଚମକ ବଜାୟ ରହିଥାଏ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More