POLITICALS

ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳଙ୍କ ଇସ୍ତଫା ନେଇ ଚର୍ଚ୍ଚା

Gagan Dhals Resignation Thumbnail 750x430

 ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ  ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ କୁମାର ଧଳ କୃଷି ଉତ୍ପାଦନ କମିଶନର ଥିଲେ । ସେ ଆସନ୍ତା ଡିସେମ୍ବର ମାସରେ ଅବସର ନେଇଥାନ୍ତେ। ଅବସର ଗ୍ରହଣ କରିବାର ୪ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।

 

ବରିଷ୍ଠତା୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ଗଗନ ଧଳ । ଦୃଷ୍ଟିରୁ ଶ୍ରୀ ଧଳଙ୍କ ନାମ ମୁଖ୍ୟ ଶାସନ ସଚିବ  ଏବଂ ଉନ୍ନୟନ କମିଶନର୍‌ ଭାବେ ନିଯୁକ୍ତି ପାଇବା ପାଇଁ ବିଚାର ହେବା କଥା। କିନ୍ତୁ ତାଙ୍କର ବରିଷ୍ଠତାକୁ ଉପେକ୍ଷା କରି ତାଙ୍କ ଠାରୁ କନିଷ୍ଠ ୧୯୮୬ ବ୍ୟାଚର ଆଇଏଏସ୍‌ ଅଧିକାରୀ ଅସିତ ତ୍ରୀପାଠୀ ଏବଂ ସେହି ବ୍ୟାଚ୍‌ର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନ୍‌ର ଭାବେ ନିଯୁକ୍ତି ଦିଆଯାଇଛି।

ପଢନ୍ତୁ: ବଦଳିଲା ମେଡିକାଲ ବଣ୍ଡ୍ ପଲିସି,ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

 

 

Related posts

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

ପାଟକୁରାରେ ବିଜେପି ଓ ବିଜେଡ଼ିର ସମରସଜ୍ଜା

Ratnamani Moharana

ଯେଉଁ ସିବିଆଇ ଭବନକୁ ଉଦଘାଟନ କରିଥିଲେ ଆଜି ସେହି ମୁଖ୍ୟାଳୟକୁ ବନ୍ଧା ହୋଇଗଲେ

Ratnamani Moharana

Leave a Comment