News

ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

ରାଧାନାଥ ମହାପାତ୍ରଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ । ଏହି ଖବର ପ୍ରଚାରିତ ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କିଛିଦିନ ହେବ ଶ୍ରୀ ମହାପାତ୍ର ଅସୁସ୍ଥ ଥିଲେ । ଆଦିତ୍ୟ କେୟାର ହୋସ୍ପିଟାଲ୍ ରେ ତାଙ୍କୁ ବିଗତ କିଛିଦିନ ହେବ ଭେଣ୍ଟିଲେଟର ରଖାଯାଇଛି ଚିିକିତ୍ସା କରାଯାଉଥିଲା ।

କିନ୍ତୁ ହଟାତ୍ ଚିିକିତ୍ସାଧିନ ଅବସ୍ଥାରେ ସେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେ ୩୦ ବର୍ଷ ଧରି ଜଣେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ ।

ପଢନ୍ତୁ ;

ତ୍ୱଚାରେ ସୁନ୍ଦରତା ବୃଦ୍ଧି କରିଥାଏ କେଶର! ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ

Related posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ENO Beuro

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

ENO Beuro

ପାକିସ୍ତାନକୁ ଝଟ୍‌କା ଦେଲା ଭାରତ: ପାକିସ୍ତାନକୁ ସୀମା ପାର ବାଣିଜ୍ୟ କାରବାର ବନ୍ଦ

Ratnamani Moharana

1 comment

Leave a Comment