ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
ଗିରଫ ହେଲେ ଓଡ଼ଇା ଟିଭି ସିରିଏଲ ଅଭିନେତା ଏମ୍ ସୁମନ କୁମାର ଓରଫ୍ ମିଲନ ମହାରଣା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ସୁମନ।
ଗିରଫ ହେଲେ ଓଡ଼ଇା ଟିଭି ସିରିଏଲ ଅଭିନେତା ଏମ୍ ସୁମନ କୁମାର ଓରଫ୍ ମିଲନ ମହାରଣା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ସୁମନ। ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ନ କରି ଧୋକ୍କା ଦେଇଥିବା ପାହାଳ ଥାନାରେ ଅଭିଯୋଗ କରିଥିଲେ ଜଣେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଆଧାରରେ ସୁମନଙ୍କୁ ଥାନା ଡାକି ଜେରା କରିଥିଲା ପୋଲିସ। ପରେ ତାଙ୍କୁ ଅଟକ ରଖିବା ପରେ ଗିରଫ କରାଯାଇଥିବା ଜଣାପଡ଼ିଛିଏନେଇ ଯୁବତୀ ଜଣକ କହିଛନ୍ତି ଯେ ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି। ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ। ଆମେ ଦୁହେଁ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିଆସୁଥିଲୁ। ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍ କରୁଛନ୍ତି। କିଛି ଦିନ ହେବ, ସେ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଆସୁଛନ୍ତି।
ସେଥିପାଇଁ ମୋତେ ବିବାହ କରିବାକୁ ସେ ମନା କରୁଛନ୍ତି। ମୋ ପୂର୍ବରୁ ସେ ଅନେକ ଝିଅଙ୍କ ସହିତ ରହିଛନ୍ତି। ସେ ମୋର ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ। ପୂର୍ବରୁ ବୁଲେଟ୍ କିଣିବା ପାଇଁ ମୋ ପାଖରୁ ଟଙ୍କା ନେଇଥିଲେ। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି। ମୁଁ ମଧ୍ୟ ପୋଲିସକୁ ଜଣାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।