POLITICALS

ଦାରିଦ୍ର୍ୟତା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବେ ରାହୁଲ ଗାନ୍ଧୀ

ଯଦି ନରେନ୍ଦ୍ର ମୋଦି ଧନୀଙ୍କୁ ଟଙ୍କା ବାଣ୍ଟୁଛନ୍ତି, ଆମେ ଗରିବ ମାନଙ୍କୁ ଟଙ୍କା ବାଣ୍ଟିବାରେ ଅସୁବିଧା କୋଉଠି ବୋଲି କହିଲେ ରାହୁଲ ଗାନ୍ଧୀ..

ନିର୍ବାଚନ ରଣାଙ୍ଗନ ପାର କରି ସରକାର ଗଢିବାକୁ ଚାହୁଁଥିବା କଂଗ୍ରେସ  ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ସ୍କିମ   ଘୋଷଣା କରି ଅନ୍ୟ ଦଳଗୁଡିକୁ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି  କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ରାଜସ୍ଥାନରେ ଏକ ଅନୁଷ୍ଠିତ ନିର୍ବାଚନୀ ପ୍ରଚାରରେ ରାହୁଲ କହିଛନ୍ତି, ଦେଶରେ ଦାରିଦ୍ର୍ୟତା ଏବେ ବି ଏକ ବିରାଟ ସମସ୍ଯା ହୋଇ ରହିଛି। ଏହି ଦାରିଦ୍ର୍ୟତାକୁ ଆମେ  ମୂଳୋତ୍ପାଟନ  କରିବୁ। ଏଥି କଂଗ୍ରେସ ଆରମ୍ଭ କରିବୁ ମାଧ୍ୟମରେ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା  ମାଧ୍ୟମରେ ଦରିଦ୍ର ଲୋକ ପ୍ରତି ବର୍ଷରେ ପାଇବେ ୭୨ ହଜାର  ହଜାର ଟଙ୍କା।

ଯଦି ନରେନ୍ଦ୍ର ମୋଦି  ଧନୀଙ୍କୁ ଟଙ୍କା ବାଣ୍ଟୁଛନ୍ତି, ଆମେ ଗରିବ ମାନଙ୍କୁ ଟଙ୍କା ବାଣ୍ଟିବାରେ ଅସୁବିଧା କୋଉଠି ବୋଲି କହିଲେ ରାହୁଲ ଗାନ୍ଧୀ। ଅନ୍ୟପକ୍ଷରେ ଗରିବୀ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇ ରାଜନୀତି କରିବା କଂଗ୍ରେସର ପୁରୁଣା ଅଭ୍ଯାସ  ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ପଢନ୍ତୁ: ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

Related posts

ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

Ratnamani Moharana

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ENO Beuro

ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

Ratnamani Moharana

1 comment

Leave a Comment