• Home
  • News
  • ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ
News

ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ

ଖାରବେଳନଗର ଥାନା ଅଞ୍ଚଳ ୟୁନିଟ-୩ରେ ଥିବା ‘ମେ ମିଲନ ହେୟାର ସ୍ପା’ରେ ସେକ୍ସ ର‍୍ୟାକେଟ୍‌ ଠାବ କରିଛି କୁଇନ ଆକ୍‌ସନ୍‌ ଟିମ୍‌। ସେଠାରେ ଚଢଊ କରି ପୁଲିସ ସ୍ପାର ମୁଖ୍ୟଙ୍କ ସହ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏଥିସହିତ ୩ ଦେହଜୀବୀ ଙ୍କୁ ଧରିଛି।

ସେମାନେ ହେଲେ ବିଜୟ କୁମାର ଠାକୁର (୩୧), ସୁମିତ୍ କୁମାର ପ୍ରଧାନ (୨୯), ଜଗବନ୍ଧୁ ନାୟକ (୨୪), ଗୌତମ ଗୋଚ୍ଛାୟତ(୨୦) ଓ ସନ୍ଦୀପ ଏକ୍କା(୨୪)। ଏହାଛଡ଼ା ସ୍ପାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ କାରବାର ଚାଲିଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି କୁଇକ୍ ଆକ୍‌ସନ୍‌ ଟିମ୍‌ ଓ ଖାରବେଳ ନଗର ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଚଢ଼ଉ କରାଯାଇଥିଲା।

ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ sex rcket

ପଢନ୍ତୁ;ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

Related posts

ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ

Krishna Kumar Manoj

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

Krishna Kumar Manoj

ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More