ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଫେବ୍ରୁଆରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଜଣାଶୁଣା ଷ୍ଟାର କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନରେ ଏକ ହୋଟେଲ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣ ପାଇଁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି ।
ଫେବ୍ରୁଆରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଜଣାଶୁଣା ଷ୍ଟାର କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନରେ ଏକ ହୋଟେଲ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣ ପାଇଁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଏହି ଦୁଇ ସେଲିବ୍ରେଟିଙ୍କ ବିବାହକୁ ନେଇ କେବଳ ବଲିଉଡ଼ ଜଗତରେ ନୁହେଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବହୁ ଅପେକ୍ଷା ପରେ ଦୁଇ ନାମୀଦାମୀ ବଲିଉଡ ଷ୍ଟାର ଜୀବନ ସାଥୀ ହେବାକୁ ଯାଉଛନ୍ତି ।ତେବେ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ସିଦ୍ଧାର୍ଥ ମଲୋହୋତ୍ରା ଓ କିଆରା ଆଡବାଣୀଙ୍କ ବିବାହ ଉତ୍ସବ ହେବ । ଏଥିପାଇଁ ଦୁଇ ପରିବାର ସୂର୍ଯ୍ୟଗଢ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଅନ୍ୟପଟେ ବିବାହ ଉତ୍ସବରେ କେଉଁ ଅତିଥି ଯୋଗଦେବେ ଏନେଇ ତାଲିକା ମଧ୍ୟ ହୋଇଛି । ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ପରିଜନ ପାଖାପାଖି ୧୫୦ ଜଣ ଏଥିରେ ଯୋଗଦେବେ । ଅତିଥିଙ୍କ ପାଇଁ ୮୦ ଟି ରୁମ ବୁକ ହୋଇଥିବାବେଳେ ୭୦ଟି କାରର ବ୍ୟବସ୍ଥା କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।