Bollywood

ସୋସିଆଲ୍‌ ମିଡିଆରେ ବାଦ୍‌ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ

ସୋସିଆଲ୍‌ ମିଡିଆରେ ଶାହାରୁଖଙ୍କୁ ଚିଡ଼ାଇଲେ ତାଙ୍କ ଫ୍ୟାନ୍

ସାଧାରଣ ଜନତାଙ୍କ କଥା ଭିନ୍ନ ମାତ୍ର ସେଲିବ୍ରିଟିମାନେ କିଛି କହିଲେ ତାହାକୁ ଅତିରଞ୍ଜିତ ଶୈଳୀରେ ଉପସ୍ଥାପନା କରାଯାଇଥାଏ, ଏହାକୁ ହିଁ ଲୋକେ ଉପଭୋଗ କରିଥାନ୍ତି। ଅନେକ ସମୟରେ ସେଲିବ୍ରିଟିମାନଙ୍କ କଥାର ଅର୍ଥକୁ କଦର୍ଥ କରାଯାଇଥାଏ । କେବଳ ସେଥିପାଇଁ ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ ନିଜର ମତାମତକୁ ନେଇ ବେଶ୍‌ ସତର୍କ। ସେ କିଛି କହିବା ପୂର୍ବରୁ ତାହା କେଉଁ ଭଳି ଭାବେ କଦର୍ଥ ହୋଇପାରେ ବୋଲି ଚିନ୍ତା କରିଥାନ୍ତି। ସେଥିପାଇଁ ସେ ମୁଖ୍ୟତଃ ବିବାଦୀୟ ଘଟଣାଗୁଡ଼ିକ ଉପରେ ବୟାନ ରଖିବାରୁ ନିଜକୁ ନିବୃତ କରିଥାନ୍ତି। ନିକଟରେ ମାଇଗ୍ରୋବ୍ଲଗିଂ ସାଇଟ୍‌ ଟୁଇଟ୍‌ରେ କିଛି ଫ୍ୟାନ୍‌ମାନେ ଶାହାରୁଖଙ୍କୁ କିଛି ପ୍ରଶ୍ନ ପଚାରିଲେ। ତାହାର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍‌ଖାନ।

କିଙ୍ଗ୍‌ଖାନ ତାଙ୍କ ‘ଜିରୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ବୁଧବାର ରାତିକୁ ସୋସିଆଲ୍‌ ମିଡିଆରେ ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି।

ପଢନ୍ତୁ ; ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

Janhvi Kapoor And Ishaan Khattar Debuting In Karan Johar’s Dhadak

ENO Beuro

Nawazuddin Siddiqui In Trouble, Ex-Girlfriend Sues Him For Rs 2 Crore

ENO Beuro

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବ

ENO Beuro

Leave a Comment