Loading...

ଫିଲ୍ମର ରୂପ ନେଇ ଫେରୁଛି ‘ଶକ୍ତିମାନ’

ଫିଲ୍ମର ରୂପ ନେଇ ଫେରୁଛି ‘ଶକ୍ତିମାନ’

ସିଲଭର ସ୍କ୍ରିନକୁ ପୁଣି ଫେରୁଛି ଶକ୍ତିମାନ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ ।

ସିଲଭର ସ୍କ୍ରିନକୁ ପୁଣି ଫେରୁଛି ଶକ୍ତିମାନ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ । ୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବାକୁ ଯାଉଛି । ସୋନୀ ପିକଚର୍ସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ।

ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ ସୁପର ହିରୋର ଭୂମିକା କିଏ କରିବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଜଣେ ଲୋକପ୍ରିୟ ହିରୋ ଏବଂ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଖୁବଶୀଘ୍ର କଳାକାର ଚୟନ କରାଯିବ ବୋଲି ସୋନୀ ପିକଚର୍ସ ପକ୍ଷରୁ କୁହାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.