Loading...

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ମୁଖ୍ୟ ସେହଓ୍ବାଜ ସରିଫ କାଲି (ସୋମବାର) ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ମୁଖ୍ୟ ସେହଓ୍ବାଜ ସରିଫ କାଲି (ସୋମବାର) ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେହଓ୍ବାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ । ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପାଇଁ ପାକିସ୍ତାନ ସଂସଦରେ ମୋଟ 172 ରୁ ଅଧିକ ଭୋଟ ଆବଶ୍ୟକ ହେଉଥିବା ବେଳେ 174 ଭୋଟରେ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚିତ ହୋଇଥିଲେ ସରିଫ । ସରିଫଙ୍କୁ ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜାରାନୀ ଶପଥ ପାଠ କରାଇଛନ୍ତି । ସରିଫ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.