30.1 C
Bhubaneswar
October 22, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍

ଅଲଗା ହେଲେ କ୍ରିକେଟର ଶିଖର ଧାୱନ ଓ ଆୟେଶା

୮ ବର୍ଷର ବୈବାହିକ ସମ୍ପର୍କରେ ଫାଟ । ଭାରତୀୟ କ୍ରିକେଟ ଟିମର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖରଙ୍କ ଧାୱନ ଓ ପତ୍ନୀ ଆୟେସାଙ୍କ ବୈବାହିକ ସମ୍ପର୍କରେ ଫାଟ । ଶିଖର ନିଜ ପତ୍ନୀ ଆୟେଶାଙ୍କ ଠାରୁ ଛାଡପତ୍ର ନେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଠାରୁ ସୂଚନା ମିଳିଛି । ପାଖାପାଖି ୮ ବର୍ଷ ତଳେ ଆୟେଶା ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଭାରତୀୟ କ୍ରିକେଟ୍ ଟିମର ଗବର ଶିଖର ଧାୱନ । ଉଭୟଙ୍କର ଏକ ପୁଅଟିଏ ମଧ୍ୟ ଅଛି । ପୁଅର ନାଁ ହେଉଛି ଜୋରାବର । ତେବେ ଦୁଇଜଣଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ବିଭିନ୍ନ ସାକ୍ଷାତକାରରେ ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ଧାୱନଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏଭଳି ନିରାଶ କଲା ଭଳି ଖବର ।

ପଢନ୍ତୁ: ଆଫଗାନ ଦଖଲର ୨୨ ଦିନ ପରେ ସରକାର ଘୋଷଣା କଲା ତାଲିବାନ

Related posts

୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

Ratnamani Maharana

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

Ratnamani Maharana

ଆସନ୍ତାକାଲି ଲଞ୍ଚ ହେବ ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ, ବଢ଼ିବ ଇଣ୍ଟରନେଟ ସ୍ପିଡ଼

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More