EnewsOdia.Com

ଶିଲ୍ପା ସେଟ୍ଟୀଙ୍କ ପାଟିରେ ଜୋତା, ଖାଉଛନ୍ତି ହିଲ୍

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଲ୍ମ ଦୁନିଆରୁ ପାଖାପାଖି ୬ ବର୍ଷ ହେବ ଦୂରେଇ ଯାଇଛନ୍ତି। କିନ୍ତୁ ଟେଲିଭିଜନ ଦୁନିଆରେ ସେ ସବୁବେଳେ ପ୍ରାୟତଃ ଦେଖାଯାଇଥାଆନ୍ତି। ନିଜର ବ୍ୟାୟାମ ଭିଡିଓ ଏବଂ ଫଟୋଗୁଡ଼ିକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ଖାଦ୍ୟପେୟର ମଜା ନେଉଥିବାର ବି କେବେ କେବେ ସୋସିଆଲ ମିଡିଆରେ ନଜର ଆସନ୍ତି। ତାଙ୍କର ଏମିତି ଏକ ଝଲକ୍‌ ଏବେ ସାମ୍ନାକୁ ଆସିଛି, ଯାହାକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଜୋତାର ହାଇ ହିଲ୍‌ ଖାଉଥିବାର ଦେଖିବାକୁ ମିଳୁଛି।

ଠିକ୍‌ ସେହିଭଳି ଏବେ ଇନ୍‌ଷ୍ଟାରେ ଶିଳ୍ପା ଏକ ଭିଡିଓ ସେୟାର କରିଛନ୍ତି।  ଭିଡିଓରେ ସେ ଏକ ହାଏ ହିଲ୍‌ ଜୋତା ଖାଇବାରେ ନଜର ଆସିଛନ୍ତି।  ଶିଳ୍ପା ଭିଡିଓର କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ‘ଜୋତା ଖାଇବେ?  ଖାସ୍‌ ସନ୍‌ଣ୍ଡେର ମଜା ନିଆରା ଚକୋଲେଟ୍‌ ସହିତ। #sunday #sundaybinge #dessert #fun #cheatday’।ଭିଡିଓରେ ଶିଳ୍ପା ଭିନ୍ନ ଭିନ୍ନ ପ୍ରକାରର ଚକୋଲେଟ୍‌ ଏବଂ ମିଠା ଖାଉଥିବାର ଦେଖାଯାଇଛନ୍ତି। କିନ୍ତୁ ତାଙ୍କୁ ସବୁଠାରୁ ଜୋତା ଶେପ୍‌ର ଚକୋଲେଟ୍‌ ଭଲ ଲାଗିଥିଲା।  ଯାହାକୁ ସେ ଦେଖୁ ଦେଖୁ ଖାଇବାରେ ଲାଗିଥିଲେ।

ପଢନ୍ତୁ: ରିଲିଜ ହେଲା ନୱାବ ଖାନଙ୍କ “ଜୱାନୀ ଯାନେମନ”

ସମ୍ବନ୍ଧିତ ଖବର

କପିଲ୍‌ ଶର୍ମାଙ୍କ ସୋରେ ୯୦ ଦଶକର ସିରିଏଲ୍‌ ‘ରାମାୟଣ’ର କଳାକାର

Ratnamani Maharana

ଅମିତାଭ ବଚ୍ଚନଙ୍କଠୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ବାଇଁ

Ratnamani Maharana

ପରଦାରେ ‘ଲାଲ୍‍ କପ୍ତାନ୍‍’

Ratnamani Maharana

ବକ୍ସ ଅଫିସରେ ରେକର୍ଡ଼ କଲା ‘ବାଗୀ-୩’

Ratnamani Maharana

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ସୁନ୍ଦର ଉଦାହରଣ ସୃଷ୍ଟି କଲେ ଆୟୁଷ୍ମାନ ଓ ତାହିରା

Ratnamani Maharana