Entertainment

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି। ଏହା ସେ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି। ନିକଟରେ ଶିଳ୍ପା ଏକ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିବା ସଫା ସଫା ଜଣାଇଛନ୍ତି।

slipa

ସେ ସିଡ୍‌ନୀରୁ ମେଲବୋର୍ଣ୍ଡ ଯାତ୍ରା କରୁଥିବା ସମୟରେ ଏହା ଘଟିଛି। ବିମାନ ବନ୍ଦର କର୍ମଚାରୀ ତାଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ଶିଳ୍ପା କହିଛନ୍ତି। ତାଙ୍କ ବ୍ୟାଗ୍‌ ଯାଞ୍ଜ୍‌ କରିବା ସମୟରେ କର୍ମଚାରୀମାନେ ଅସହଯୋଗ କରିଥିବା ଶିଳ୍ପା କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ୨୦୦୭ରେ ଶିଳ୍ପା ବ୍ରିଟିଶ୍‌ ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ କାର୍ଯ୍ୟକ୍ରମ ବିଗ୍‌ ବ୍ରଦରରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ।

ପଢନ୍ତୁ;ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ

Related posts

ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ

ENO Beuro

ନିଜର ଟ୍ୱିଟର ଆକାଉଣ୍ଟରେ ନ୍ୟୁ ବର୍ନ ବେବି ନାମ ଘୋଷଣା କଲେ ଶାହିଦ୍

ENO Beuro

ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More