ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଏହାସହିତ ପ୍ରତିଦିନ ସକାଳ ଏବଂ ରାତିରେ ହେଉଥିବା ଆଳତିରେ ମଧ୍ୟ ଶ୍ରଦ୍ଧାଳୁ ସାମିଲ ହେବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କରୋନା ଯୋଗୁଁ କିଛି ମାସ ବାବାଙ୍କ ଦର୍ଶନ ବନ୍ଦ ରହିବା ସହିତ ପ୍ରସାଦ ମଧ୍ୟ ବନ୍ଦ ରହିଥିଲା। ପରେ ବାବାଙ୍କ ଦର୍ଶନ ମିଳିବାକୁ ଅନୁମତି ମିଳିଥିବା ବେଳେ ପ୍ରସାଦ ବଣ୍ଟନକୁ ଅନୁମତି ମିଳିନଥିଲା। ଫଳରେ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କୁ ଦର୍ଶନ କରୁଥିଲେ ସତ କିନ୍ତୁ ପ୍ରସାଦ ନ ମିଳିବାରୁ ନିରାଶ ହୋଇ ଫେରୁଥିଲେ। କିନ୍ତୁ ଯେଉଁ ପ୍ରସାଦ ମାଗଣା ମିଳୁଥିଲା ଏବେ ଏହି ଲଡୁ ପାଇଁ ପଇସା ଦେବାକୁ ପଡିବ ବୋଲି ମନ୍ଦିର ଟ୍ରଷ୍ଟ କହିଛି। କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ (SSST) ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।