VASTU

ଚପଲ ବା ଜୋତା ଚୋରି ହେବା ଶୁଭ ନା ଅଶୁଭ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

St

ଜୋତିଷ ଶାସ୍ତ୍ର  ଅନୁସାରେ ଶରୀରର ପ୍ରତ୍ୟେକ ଅଙ୍ଗ କୌଣିସ ନା କୌଣସି ଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଆମର ପାଦ ଏବଂ ତ୍ୱଚାରେ ଶନି ବାସ କରୁଥିବା କୁହାଯାଏ। ଶନିଙ୍କୁ ସବୁଠାରୁ କ୍ରୃର ଗ୍ରହ ବୋଲି କୁହାଯାଏ। ଶନି ଯାହାଙ୍କୁ ଖରାପ ନଜରରେ ଦେଖିଥାନ୍ତି,  ସେ ଜୀବନରେ ବହୁତ କଠିନ ପରିସ୍ଥିତିର ସମ୍ମୁଖିନ ହୋଇଥାନ୍ତି। ଏମିତି ତ ଜୋତା, ଚପଲ ଛିଣ୍ଡିବା ବା ଚୋରି ହେବା ଏକ ସାଧାରଣ କଥା।

ଜୋତିଷ ଶାସ୍ତ୍ର ଅନୁସାରେ ଜୋତା ଚୋରି ହେବା ବା ଛିଣ୍ଡିବା  କିଛି ଅଲଗା କଥା ସୂଚାଇ ଥାଏ। କୁହାଯାଏ ଯେ, ଯଦି ଶନିବାର ଦିନ ଜୋତା ବା ଚପଲ ଚୋରି ହୋଇଯାଏ, ତାହାଲେ ଶନି ଦଶା  କଟିଯାଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନି ଦୋଷ ରହିଛି, ତାହାଲେ ଶନିବାର ଜୋତା ବା ଚପଲ ଦାନ କରିବା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ ରହିଛି। ଯଦି ଜୋତା ବା ଚପଲ ମନକୁ ମନ ଚୋରି ହୋଇଯାଏ, ତାହାଲେ ତାହା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ କରାଯାଏ।

ପଢନ୍ତୁ: ଚାଉଳ ଦାନା ମଧ୍ୟ ବଦଳାଇପାରେ ଆପଣଙ୍କ ଭାଗ୍ୟ: ଜାଣନ୍ତୁ କିପରି

Related posts

ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଶାସ୍ତ୍ର ଅନୁସାରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଉପହାର

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ଦିନରେ କରନ୍ତୁ ନାହିଁ ଏହି ସବୁ କାମ

ENO Beuro

2 comments

Leave a Comment