Entertainment

ଏୟାର ହୋଷ୍ଟେସ୍‍ ସାଜିବା ପାଇଁ ଚାଲିଛି ଶ୍ରଦ୍ଧାଙ୍କ ଜୋରଦାର ପ୍ରସ୍ତୁତି

Idiva Shraddha Lead1

ପ୍ରତ୍ୟେକ ଚଳଚ୍ଚିତ୍ରରେ ସର୍ବଦା ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର  ଏବେ ଏୟାର ହୋଷ୍ଟେସ୍‍ ସାଜିବେ। ଟାଇଗର୍‍ ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗୀ’ର ତୃତୀୟ ଭାଗ ଅର୍ଥାତ୍‍ ‘ବାଗୀ-୩’ରେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ଜଣେ ଏୟାର୍‍ ହୋଷ୍ଟେସ୍‍  ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଏଥିପାଇଁ ସେ କିଛି ୱାର୍କସପରେ ଯୋଗଦେଇ ବିଶେଷ ପ୍ରଶିକ୍ଷଣ ମଧ୍ୟ ନେବେ।

ଶ୍ରଦ୍ଧାଙ୍କୁ ଏହି ଚରିତ୍ରରେ ସମ୍ପୂର୍ଣ୍ଣ ଦକ୍ଷ କରିବା ତଥା ତାଙ୍କ ରୂପକୁ ଯଥାର୍ଥତା ଦେବା ପାଇଁ ‘ବାଗୀ-୩’ର ଟିମ୍‍ ତାଙ୍କ ଲୁକ୍‍ ଉପରେ କାମ କରିବା ଆରମ୍ଭ କରିଦେଲେଣି। ଖୁବ୍‍ ବଡ଼ ବଜେଟ୍‍ରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ଶୁଟିଂ ମୁମ୍ବଇରେ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ଅହମଦ ଖାନ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

ପଢନ୍ତୁ: ମୋଦିଙ୍କ ପାଇଁ ଶୁଭ ଶ୍ରାବଣର ତିନି ସୋମବାର

Related posts

ଏଥର ଦଶହରାରେ କମାଲ କରିବ ବାବୁସାନଙ୍କ ଆଗାମୀ ସିନେମା ‘ଶ୍ରୀମାନ ସୁରଦାସ’

ENO Beuro

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’

ENO Beuro

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

ENO Beuro

Leave a Comment