ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା ।
ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା । ୧୭ ଦିନ ପରେ ଶ୍ରୀମନ୍ଦିର ସମ୍ମୁଖ ରାସ୍ତା ଖୋଲାଯାଇଛି । ଏହାପରେ ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଏହି ରାସ୍ତା ଦେଇ କୌଣସି ଯାନବାହାନ ଯିବ ନାହିଁ । କେବଳ ଜନସାଧାରଣ ଭକ୍ତ ଚାଲି ଚାଲି ଯିବାର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା । ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।