News

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

ଭାରତୀୟ ସୂଚନା ସେବା(ଆଇଆଇଏସ) କ୍ୟାଡରର ଅଧିକାରୀ ସୀତାଂଶୁ କର କିଛି ସପ୍ତାହ ତଳେ ନୂଆଦିଲ୍ଲୀ ସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ(ପିଆଇବି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ଏବେ ସେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ପଦୋନ୍ନିତ ପାଇଛନ୍ତି। ଶ୍ରୀଯୁକ୍ତ କର ସୋମବାରେ ଏହି ନୂଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ମଧ୍ୟ ଭାରତ ସରକାରଙ୍କ ପ୍ରଧାନ ପ୍ରବକ୍ତା ଭାବେ କାର୍ଯ୍ୟ ଜାରି ରଖିବେ।

ଉମାକାନ୍ତ ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆ ଅଧିକାରୀ ଭାବେ ସେ ଏହି ପଦରେ ଯୋଗ ଦେବାର ଗୌରବ ହାସଲ କରିଛନ୍ତି।

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର sitansu

ପଢନ୍ତୁ; ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ

Related posts

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ

Krishna Kumar Manoj

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More