ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବିଗ୍ ବିଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ।ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀଙ୍କୁ ନେଇ ତାଙ୍କ ସହ ଯୋଡା ଯାଉଛି। ଉଭୟ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସିଛନ୍ତି। ଉଭୟ ପରସ୍ପରର ପୋଷ୍ଟରେ କମେଣ୍ଟ ମଧ୍ୟ ଦିଅନ୍ତି।
ବିଗ୍ ବିଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ।ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀଙ୍କୁ ନେଇ ତାଙ୍କ ସହ ଯୋଡା ଯାଉଛି। ଉଭୟ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସିଛନ୍ତି। ଉଭୟ ପରସ୍ପରର ପୋଷ୍ଟରେ କମେଣ୍ଟ ମଧ୍ୟ ଦିଅନ୍ତି। ଯେତେବେଳେ ବି ଏକ ଇଭେଣ୍ଟରେ ଏକାଠି ଦେଖାଯାଏ। ସେମାନଙ୍କର ଫଟୋ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହୁଏ ।
ନିକଟରେ ଉଭୟ ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟୀରେ ମଧ୍ୟ ନଜର ଆସିଥିଲେ। ଅନେକ ଥର ସିଦ୍ଧାନ୍ତଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଯେଉଁଥିରେ ସେ ନବ୍ୟାଙ୍କୁ ଭଲ ବନ୍ଧୁ ଭାବରେ କହିଥିଲେ। ହେଲେ ଏକ ସାକ୍ଷାତକାରରେ ସେ ପୁଣି ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ସିଦ୍ଧାନ୍ତ ତାଙ୍କର ଚଳଚ୍ଚିତ୍ର ଫୋନ୍ ଭୁତ୍ର ପ୍ରମୋସନ ପାଇଁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଇଶାନ ଖଟ୍ଟର ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଛନ୍ତି।
ଏହି ସମୟରେ ସିଦ୍ଧାନ୍ତ ଏବଂ ଇଶାନଙ୍କୁ ପଚରାଯାଇଥିଲା କି ତୁମ ବିଷୟରେ ଏପରି ଗୁଜବ ଅଛି କି ଯାହା ସେମାନେ ସତ ହେବାକୁ ଚାହାଁନ୍ତି? ଏହା ଉପରେ ସିଦ୍ଧାନ୍ତ କହିଥିଲେ ଯେ ଶୁଣିବାକୁ ମିଳୁଛି ଯେ ମୁଁ କାହାକୁ ଡେଟ୍ କରୁଛି। ମୁଁ ଇଚ୍ଛା କରେ ଏହା ସତ ହେଉ। କାଶ ସେ ମୋର ହେଇ ଯାଆନ୍ତେ… ବାସ୍ତବରେ, କହିବାକୁ ଗଲେ ଏହି ଖବରକୁ ଅନେକ ଥର ସିଦ୍ଧାନ୍ତ ଗୁଜବ କହି ଅସ୍ଵୀକାର କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।