୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସିଦ୍ଧାନ୍ତଙ୍କ ଏହି ଗେଟଅପ୍ ଓ ଭୂମିକା ‘ପ୍ରେମମ୍’ର ଅନ୍ୟତମ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି।
ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦର୍ଶକ ଖୁବ୍ ଶୀଘ୍ର ଏଭଳି ରୂପରେ ଦେଖିବାକୁ ପାଇବେ, ଯେଉଁ ରୂପରେ ଦେଖି ଚମକିପଡ଼ିବେ ନିଶ୍ଚୟ। ଅବଶ୍ୟ ସେ ଏକ ଭିନ୍ନ ଢ଼ଙ୍ଗର ଗେଟ ଅପରେ ଆସୁଛନ୍ତି। ହଁ, ଦର୍ଶକ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ରସିକ ନାଗର’ରେ ଯେଉଁଭଳି ଗେଟଅପରେ ସିଦ୍ଧାନ୍ତ ଦେଖା ଦେଇଥିଲେ, ସିଦ୍ଧାନ୍ତ ସେଭଳି ପାଖାପାଖି ଗେଟଅପରେ ନଜର ଆସିବେ ଏକ ନୂଆ ଫିଲ୍ମରେ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ତାହା ହେଲା ‘ପ୍ରେମମ୍’। ଏଥିରେ ସିଦ୍ଧାନ୍ତଙ୍କୁ ଏକ ଚମକପ୍ରଦ ଚରିତ୍ରରେ ବି ଦେଖିବାକୁ ମିଳିବ। ଫିଲ୍ମରେ ରୋମାନ୍ସ ତ ଅଛି ତାସାଙ୍ଗକୁ ଏହାର କାହାଣୀରେ ଜବରଦସ୍ତ ସସପେନ୍ସ ଥିବା କୁହାଯାଉଛି। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କୁ ଶୀର୍ଷକ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ନାୟିକା ଭୂମିକାରେ ଦେଖା ଦେବେ ପ୍ରକୃତି ମିଶ୍ର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିବେ। ବେଶ୍ କିଛି ବର୍ଷର ବ୍ୟବଧାନରେ ସିଦ୍ଧାନ୍ତ ମହାପାତ୍ର ଓ ବାବୁସାନଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଏଣେ ‘ଥୁକୁଲ୍’ ପରେ ପୁଣି ବାବୁସାନ ଓ ପ୍ରକୃତି ମିଶ୍ର ‘ପ୍ରେମମ୍’ରେ ଏକାଠି ଆସୁଛନ୍ତି।
ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସିଦ୍ଧାନ୍ତଙ୍କ ଏହି ଗେଟଅପ୍ ଓ ଭୂମିକା ‘ପ୍ରେମମ୍’ର ଅନ୍ୟତମ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।