LIFESTYLE

ଦିନକୁ ବେଶୀ ସମୟ ବାଇକ୍ ଚଳାଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ଆଜିକାଲିର ଯୁବପିଢି ବିନା ବାଇକ୍ ରେ ବାହାରକୁ ବାହାରୁନାହାନ୍ତି। ଆଗରୁ ଲୋକମାନେ ସାଇକେଲ ବ୍ୟବହାର କରୁଥିଲେ। ସାଇକେଲ ବ୍ୟବହାର କରିବା ଶରୀର ପାଇଁ ବେଶ ଲାଭଦାୟକ। ଆଜିର ଯୁବ ପିଢ଼ିମାନେ ପାଦରେ ଚାଲିବା କିମ୍ବା ସାଇକେଲ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି। ତେବେ ଏକ ସର୍ଭେରୁ ଜଣାପଡିଛି ଯୁବପିଢୀ ମାନେ ଅଧିକ ବାଇକ ବ୍ୟବହାର କରୁଛନ୍ତି। ଆପଣ ଜାଣିଛନ୍ତି କି ଅଧିକ ସମୟ ବାଇକ୍ ଚଳାଇବା ଦ୍ୱାରା ଆମର କଣ କ୍ଷତି ହୋଇଥାଏ ?

ବେଶୀ ସମୟ ବାଇକ୍ ଚଲାଇବା ଦ୍ୱାରା ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଦେଇଥାଏ।

ଏହା ସହିତ ଧ୍ୟାନ ରଖିବେ ବାଇକ୍ ଚଲାଇବା ସମୟରେ ଭୁଲ ପୋଶ୍ଟରରେ ବସି ବାଇକ୍ ଚାଲନ୍ତୁ ନାହିଁ। ଏଥିପାଇଁ ଆପଣ ଅଣ୍ଟା ଜନିତ ବଡ ସମସ୍ୟା ଭୋଗୀ ପାରନ୍ତି।

ଖରାରେ ବାଇକ୍ ଚଳାଇବା ସମୟରେ ଗରମ ପବନ ମୁହଁରେ ବାଜି ତ୍ୱଚା ରୁକ୍ଷ କରିଦିଏ। ବାହାରେ ଉଡ଼ୁଥିବା ଧୂଳି ସ୍ୱାସ୍ଥ୍ୟ ପ୍ରତି ଖୁବ୍ ବିପଦ ଅଟେ। ସବୁବେଳେ ହେଲମେଟ୍ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

ପଢନ୍ତୁ; ମହମବତୀ ଧୂଆଁରୁ ଆମକୁ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତ ?

Related posts

କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ

ENO Beuro

ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ENO Beuro

ଆପଣ ବିଳମ୍ବରେ ଶଯ୍ୟାତ୍ୟାଗ କରୁଛନ୍ତି କି? ସାବଧାନ ! ଏହା ଶରୀର ପାଇଁ ହାନିକାରକ ହୋଇଥାଏ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More