Loading...

ଜାଣନ୍ତୁ କିପରି ପ୍ରତିଦିନ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଜାଣନ୍ତୁ କିପରି ପ୍ରତିଦିନ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ।

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ପ୍ରାୟ ଲୋକ ପ୍ରତିଦିନ ଅଣ୍ଡାକୁ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି? ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଏହା କ୍ଷତି କରିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ଆମର କି ପ୍ରକାର କ୍ଷତି ହୋଇଥାଏ। 

 

1- ହୃଦୟରୋଗ ସହିତ ଅନ୍ୟ ରୋଗକୁ ଆମନ୍ତ୍ରଣ କରେ ଅଣ୍ଡା।

2-ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ।

3- ହାଇବ୍ଲଡ଼୍‌ ପ୍ରେସର, ଡ଼ାଇବେଟିସ୍‌ କିମ୍ବା ହୃଦୟରୋଗୀମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ୍‌ ନୁହେଁ। ଏଥିରେ କୋଲେଷ୍ଟ୍ରୋଲ୍‌ ମାତ୍ରା ଅଧିକ ହେବା କାରଣରୁ ଆପଣଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ।

4- ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ସେସବୁ ପୋଷକ ତତ୍ତ୍ୱ ମିଳିନଥାଏ ଯାହା ଶରୀର ଆବଶ୍ୟକ କରେ। ଏଣୁ ସବୁବେଳେ ଅଣ୍ଡାକୁ ଆମ୍‌ଲେଟ୍‌ କରି ଖାଇବା ଉତ୍ତମ ହୋଇଥାଏ ବୋଲି ଏକ୍ସପର୍ଟ ମତ ଦିଅନ୍ତି।

5- ଆପଣ ଅଣ୍ଡା ଖାଇବା ବେଳେ ସବୁବେଳେ ଏହାକୁ ଠିକ୍‌ ଭାବେ ରାନ୍ଧି ଖାଆନ୍ତୁ। କାରଣ ଅଧା ସିଝା ଅଣ୍ଡା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅଣ୍ଡା ଅଧା ସିଝିଥିବା ବେଳେ ଖାଇଲେ ଏହା ଦ୍ୱାରା କିଛି ଲୋକଙ୍କ ଠାରେ ଆଲର୍ଜି ହୋଇଥାଏ। ଆଉ କିଛି ଲୋକଙ୍କ ଶରୀର କୁଣ୍ଡାଇ ହୋଇ ନାଲି ନାଲି ଫଳିଯାଏ। ଏଣୁ ଅଣ୍ଡାକୁ ଠିକ୍‌ ଭାବେ ଆମ୍‌ଲେଟ୍‌ କରି ଖାଇବାକୁ ଖାଦ୍ୟ ବିଶେଷଜ୍ଞ ମତ ଦିଅନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.