ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେପରି ଅଧିକ ବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକମାନେ ପରିସ୍ରାକୁ ଅଟକାଇ ରଖିଥାନ୍ତି।
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେପରି ଅଧିକ ବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକମାନେ ପରିସ୍ରାକୁ ଅଟକାଇ ରଖିଥାନ୍ତି। କିନ୍ତୁ ଜାଣତରେ ହେଉ ବା ଅଜାଣତରେ ଏଭଳି କରିବା କଦାପି ଉଚିତ ନୁହେଁ। ପରିସ୍ରା ବନ୍ଦ କରିବା ଦ୍ୱାରା ଶରୀରର ଅନେକ ଅଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।ଉପରେ ଖରାପ ପ୍ରଭାବ ପକାଇଥାଏ।
ପ୍ରତ୍ୟେକ ମନୁଷ୍ୟର ବୟସ ଅନୁଯାୟୀ ପରିସ୍ରା ବନ୍ଦ କରିବାର କ୍ଷମତା ରହିଥାଏ। ଉଦାହରଣ ସ୍ୱରୂପ, ଛୋଟ ପିଲାମାନଙ୍କର ମୂତ୍ରାଶୟରେ କେବଳ ୧ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପରିସ୍ରା ଅଟକି ରହିପାରେ। କିନ୍ତୁ ଯେତେବେଳେ ସେମାନେ ଟିକିଏ ବୟସ୍କ ହୁଅନ୍ତି, ସେମାନଙ୍କର ପରିସ୍ରା ଅଟକାଇବାର କ୍ଷମତା ୨ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବଢିଯାଏ।କିନ୍ତୁ ବୃଦ୍ଧ ବୟସର ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖି ପାରନ୍ତି ନାହିଁ। ତେବେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିବା ଦ୍ଵାରା ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।