• Home
  • ASTRO
  • VASTU
  • ଆପଣ ଜାଣନ୍ତି କି ଶିବ ପୂଜାରେ ବେଲ ପତ୍ର କଣ ପାଁଇ ଅର୍ପଣ କରାଯାଇଥାଏ? ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ ସମ୍ପର୍କରେ !
VASTU

ଆପଣ ଜାଣନ୍ତି କି ଶିବ ପୂଜାରେ ବେଲ ପତ୍ର କଣ ପାଁଇ ଅର୍ପଣ କରାଯାଇଥାଏ? ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ ସମ୍ପର୍କରେ !

ଶିବ ପୂଜା ଓ ବେଲ ପତ୍ରର ସମ୍ବନ୍ଧ ବହୁତ ଗଭୀର ଅଟେ । ଶିବପୁରାଣରେ ବେଲଗଛକୁ ସାକ୍ଷାତ ଶିବଙ୍କର ସ୍ୱରୂପ କୁହାଯାଇଛି। ଯେତେବେଳେ ବି ଭଗବାନ ଶିବଙ୍କର ବିଶେଷ ପୂଜା କରାଯାଇଥାଏ ତ ସେହି ସମୟରେ ବେଲ ପତ୍ର ନିହାତି ଦରକାର ରହିଥାଏ। କିନ୍ତୁ କଣ ଆପଣ ଜାଣନ୍ତି କି ଶିବ ପୂଜା ରେ ବେଲ ପତ୍ର କଣ ପାଁଇ ଅର୍ପଣ କରାଯାଇଥାଏ।

ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ ବିଷୟରେ-

ହିନ୍ଦୁ ଧର୍ମ ଅନୁସାରେ ସୋମବାର ଦିନ ଶିବ ଶକ୍ତିଙ୍କର ବିଶେଷ ଦିନ ହେଇଥାଏ ତେଣୁ ଏହି ସୋମବାର ଦିନ ହିଁ ଶିବଙ୍କର ବେଲ ପତ୍ରରେ ପୂଜା କରାଯାଇଥାଏ।

ଶିବ ପୂଜାରେ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ମନୁଷ୍ୟ ର ସବୁ ପାପ ନାଶ ହେଇଥାଏ ଏବଂ ଖାସ କରିକି ସୋମବାର ଦିନ ହିଁ ଏହି ବେଲ ପତ୍ରକୁ ଶିବଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ବିଶେଷ ଶୁଭ ଫଳ ମିଳିଥାଏ। ଏବଂ ମହାପ୍ରଭୁ ଶିବ ପ୍ରଶନ ହୋଇଥାନ୍ତି।

ସନ୍ଧ୍ୟାସମୟରେ ବେଲଗଛ ପାଖରେ ଦୀପ ଜଳେଇବା ଦ୍ଵାରା ଶିବଙ୍କ କୃପା ସବୁବେଳ ପାଇଁ ରହିଥାଏ। ଏବଂ ପାପ କର୍ମରୁ ମଧ୍ୟ ମୁକ୍ତି ପାଇପାରିବେ।

ଆଉ ହଁ ଏକଥା ବି ମାନେ ରଖନ୍ତୁ , ଏହି ତିନି ଗୋଟି ତିଥିରେ ଭୁଲରେ ବି ବେଲ ପତ୍ର ତୋଳନ୍ତୁ ନାହିଁ-

ଶାସ୍ତ୍ର ଅନୁସାରେ ଚତୁର୍ଥୀ , ନବମୀ , ଚତୁର୍ଦଶୀ , ଅମାବାସ୍ୟା , ସଂକ୍ରାନ୍ତି ଏବଂ ସୋମବାର ଦିନ ବେଲ ପତ୍ର ତୋଳିବା ଉଚିତ ନୁହେଁ।

ବେଲ ପତ୍ର ନ ଥିଲେ ଏହି ସମୟରେ ଆପଣ ପୁରୁଣା ବେଲ ପତ୍ରକୁ ଜଳରେ ଧୋଇ ପବିତ୍ର କରି ପୁଣି ପୂଜାରେ ଲଗାଇପାରିବେ।

ଆପଣ ଜାଣନ୍ତି କି ଶିବ ପୂଜାରେ ବେଲ ପତ୍ର କଣ ପାଁଇ ଅର୍ପଣ କରାଯାଇଥାଏ? ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ ସମ୍ପର୍କରେ ! leaf

ପଢନ୍ତୁ;

ଫଳ ଚୋପାରେ ରହିଛି ଅନେକ ଉପକାରୀ ଗୁଣ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

କେଉଁ ସବୁ ଗଛ ଘରେ ରଖିବା ଦ୍ଵାରା ଶୁଭ ଫଳ ମିଳିଥାଏ ଜାଣନ୍ତୁ!

Krishna Kumar Manoj

କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ?

Krishna Kumar Manoj

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More