LIFESTYLE

ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

ହିନ୍ଦୁ ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗ କୁଣ୍ଡେଇ ହେବାରୁ ଆମକୁ ଅର୍ଥ ପ୍ରାପ୍ତି ର ସଙ୍କେତ ମିଳିଥାଏ । ସତର କ’ଣ ଶରୀରର ଯେକୌଣସି ସ୍ଥାନ କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ? ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର ଯେକୌଣସି ସ୍ଥାନରେ କୁଣ୍ଡେଇ ହେଲେ ଧନପ୍ରାପ୍ତିର ଯୋଗ ନ ଥାଏ। ତେବେ ଏଥିରେ ଶୁଭ ଓ ଅଶୁଭ ସଙ୍କେତ ଥାଏ। ତା’ହେଲେ ଜାଣନ୍ତୁ କେବେ ହୁଏ ଧନଲାଭ:

  • ହାତ କୁଣ୍ଡେଇ ହେଲେ ଧନ ଆସେ ବୋଲି କୁହାଯାଏ। ତେବେ ଡାହାଣ ହାତ କୁଣ୍ଡେଇ ହେଲେ ଧନ ମିଳେ।
  • ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ତାଙ୍କ ଛାତି କୁଣ୍ଡା‌ଉ ଥିବାର ଦେଖନ୍ତି ତା’ହେଲେ ତାଙ୍କୁ ପୈତୃକ ଧନପ୍ରାପ୍ତି ହୋଇପାରେ।
  • ଯଦି କେହି ସ୍ୱପ୍ନରେ ଆଖି କୁଣ୍ଡେଇ ହେଉଥିବା ଦେଖନ୍ତି ତା’ହେଲେ କୌଣସି କାମ ଜରିଆରେ ତାଙ୍କ ପାଖକୁ ଅର୍ଥ ଆସେ।
  • ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଯଦି ଗାଈଟି ଆପଣଙ୍କୁ ଅତିକ୍ରମ କରେ ତା’ହେଲେ କେହି ନା କେହି ଆପଣଙ୍କୁ ଟଙ୍କା ଦେଇପାରନ୍ତି।

ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

ପଢନ୍ତୁ, ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

Related posts

ଥାଇରଏଡ଼୍‍ର ଶିକାର ହୋଇଛନ୍ତି କି? ଆସନ୍ତୁ ଜାଣନ୍ତୁ ଏହାର ଲକ୍ଷଣ ସମ୍ପର୍କରେ

ENO Beuro

ଲାଲ୍ ରଙ୍ଗକୁ ପ୍ରେମର ପ୍ରତୀକ କାହିଁକି କୁହାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ

ENO Beuro

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

ENO Beuro

1 comment

Leave a Comment