• Home
  • LIFESTYLE
  • ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ
LIFESTYLE

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଧୂମ୍ରପାନ  ଏକ ନିଶା । ଥରେ ଏହାର ବଶବର୍ତୀ ହେଲେ ମୁକୁଳିବା ବଡ କଷ୍ଟ । ବହୁତ ଲୋକ ମାଦକ ଦ୍ରବ୍ୟ ଅଭ୍ୟାସକୁ ଛାଡିପାରନ୍ତିନି । କିନ୍ତୁ ଏହି ଅଭ୍ୟାସକୁ ଛାଡିବା ଅସମ୍ଭବ ମଧ୍ୟ ନୁହଁ । କୌଣସି ଜିନିଷ ଅସମ୍ଭବ ନୁହେଁ କିନ୍ତୁ ସଠିକ ଭାବରେ ତାହାକୁ କରିବା ଉଚିତ । ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଘରୋଇ ଉପାୟ ଜାଣନ୍ତୁ ।

ଅଦା- ଅଦାର ଛୋଟ ଛୋଟ କାଟି ସେଥିରେ କିଛି କଳାଲୁଣ ଓ କିଛି ଲେମ୍ବୁ ମିଶାଇ ଖରାରେ ଶୁଖାଇ ନିଅନ୍ତୁ । ଯେତେବେଳେ ବି ସିଗାରେଟ ପିଇବାର ଇଚ୍ଛା ହେବ ସେଥିରୁ କିଛି ମୁହଁରେ ପକାନ୍ତୁ ।

ଅଁଳା- ଅଦା ପରି ଅଁଳା ମଧ୍ୟ ଧୂମ୍ରପାନ ପରି କୁଅଭ୍ୟାସରୁ ଆପଣଙ୍କୁ ଦୂରେଇ ରଖିବ । ଏଥିପାଇଁ ଅଁଳାକୁ ଛୋଟ ଛୋଟ କାଟି ଲୁଣ ମିଶାଇ ଶୁଖାଇ ନିଅନ୍ତୁ, ଏଥିରେ ମହଜୁଦ ଭିଟାମିନ ନିକୋଟିନ ପାଇଁ ଇଚ୍ଛାକୁ ମାରିବ ।

ମହୁ- କେବଳ ଧୂମ୍ରପାନକୁ ନୁହଁ ଅନ୍ୟ ପ୍ରକାର ମାଦକ ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ମହୁ ବହୁତ ଉପାକାରୀ ସାବସ୍ତ ହୋଇଥାଏ । ମହୁରେ ଭିଟାମିନ, ଏନଜାଇମ ଓ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଯାହା ଧୂମ୍ର ପାନ କରିବାର ଇଚ୍ଛାକୁ ନିୟନ୍ତ୍ରଣ କରିବାରେ ସାହଯ୍ୟ କରେ ।

ଅଙ୍ଗୁର ରସ – ଅଙ୍ଗୁର ରସ ସେବନ କଲେ  ମାଦକ ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ବହୁ ବହୁତ ଉପାକାରୀ ସାବସ୍ତ ହୋଇଥାଏ ।

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ   ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଜାଣନ୍ତୁ

Related posts

ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ

Krishna Kumar Manoj

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More