• Home
  • LIFESTYLE
  • ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା
LIFESTYLE

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

ଆରେଞ୍ଜ ମ୍ୟାରେଜର ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ ।  ଅଧିକାଂଶ ଲୋକେ ମନ ରେ ଏହି ପ୍ରଶ୍ନ ଆଣିଥାନ୍ତି କି ପ୍ରେମ ବିବାହ ଠିକ ନା ପିତା ମାତାଙ୍କ ଦ୍ୱାରା କରାଯାଉଥିବା ବିବାହ ଠିକ । ଏପରି କ୍ଷେତ୍ରରେ ଆଜି ଆମେ ଆପଣଙ୍କୁ ଏକ ଖୁସି ଖବର ଶୁଣିବାକୁ ଯାଉଛୁ । ଆରେଞ୍ଜ ମ୍ୟାରେଜ କରିବା ଦ୍ଵାରା କି କି ଫାଇଦା ମିଳେ ଆସନ୍ତୁ ଜାଣିବା ।

ପରିବାର ଲୋକଙ୍କ ସହଯୋଗ :- ଘର ମୁରବି ମାନେ ଯଦି ଆପଣ ଙ୍କ ବିବାହ କରାଇଥାନ୍ତି ତେବେ ଘର ପରିବାର ଠାରୁ ନେଇ ଶଶୁର ଘର ପର୍ଯ୍ୟନ୍ତ ଆପଣଙ୍କୁ ସବୁ କ୍ଷେତ୍ରରେ ସବୁପ୍ରକାର ର ସହଯୋଗ ମିଳିଥାଏ । ଯଦି ଅପଙ୍କ କିଛି ବି ଅସୁବିଧା ହୁଏ ତେବେ ଘର ଲୋକ ଅପଣଙ୍କ ସହଯୋହ କରନ୍ତି ।

ବୁଝାମଣା କରିବା :-ପ୍ରେମ ବିବାହ ଅପେକ୍ଷା ଯଦି ଘର ଲୋକଙ୍କ ସହମତିରେ ବିବାହ ହୋଇଥିବ, ତେବେ ବୁଝାମଣା କରିବା କ୍ଷେତ୍ରରେ ଆପଣ ପ୍ରତିଟି ସମସ୍ୟାର ଖୁସିରେ ଖୁସିରେ ସମାଧାନ କରିପାରିବେ ।

ଜଣେ ଅନ୍ୟ ଜଣଙ୍କୁ ଜାଣିବା :-ଘର ଲୋକେ ଆପଣଙ୍କର ଯେଉଁ ବିବାହ କରାଇଥାନ୍ତି ଆପଣ ନିଜ ପାର୍ଟନରଙ୍କ ସହ ଆଗାମୀ ଜୀବନ ପାଇଁ ଅନେକ ନୂଆ ଯୋଜନା କରିଥାନ୍ତି ।

ସବୁ କ୍ଷେତ୍ରରେ ମଜବୁତ :-ଆପଣ ସବୁ କ୍ଷେତ୍ରରେ ମଧ୍ୟ ମଜବୁତ ହୋଇଥାନ୍ତି କାରଣ ଏପରି ବିବାହ ଆପଣ ସବୁ ଘର ଲୋକଙ୍କର ସହମତି ରେ ହିଁ କରିଥାନ୍ତି । ତେଣୁ ଆପଣଙ୍କର କୌଣସି ବି ଅସୁବିଧା ହୋଇ ନ ଥାଏ ।

ବିବାହ ରେ ଆଡମ୍ବର :-ଘର ଲୋକଙ୍କ ସହମତି ରେ ଯେଉଁ ବିବାହ ହେଇଥାଏ ତାହା ବହୁତ ଯାକ ଯମକ ରେ ହେଇଥାଏ ଏବଂ ଜୀବନ ରେ ଏକ ଚିରସ୍ମରଣୀୟ ସ୍ମୃତି ହୋଇ ରହିଥାଏ ।

ପିଲାଙ୍କର ଚିନ୍ତା :-ଘର ଲୋକଙ୍କ ସହମତିରେ ହୋଇଥିବା ବିବାହ ରେ ଆପଣଙ୍କ ପିଲାମାନେ ମଧ୍ୟ ସଂସ୍କାର ପରିବେଶରେ ରହିଥାନ୍ତି । ପରିବାର ଭୀତରେ ଥିଲେ ଆପଣ ନିଜ ପିଲାଙ୍କ ପାଁଇ କୌଣସି ବି ଚିନ୍ତା କରିବାର କିଛି ନ ଥାଏ ।
ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା Marrange couple
ପଢନ୍ତୁ ;

ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଉଉଣୀ

Related posts

ନୌକାଶନ ଯୋଗ ଶରୀରକୁ ସୁସ୍ଥ ରଖିବା ସହ ପେଟର ଅଧିକ ଚର୍ବି କମାଇଥାଏ

Krishna Kumar Manoj

କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

Krishna Kumar Manoj

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More