LIFESTYLE

ଖରାଦିନେ ତ୍ଵଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ଖରାଦିନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇଥାଉ । ଏମିତି କି ଅନେକ ଜିନିଷ ଆମେ ତ୍ଵଚାରେ ଲଗେଇଥାଉ । ତେବେ ଆସନ୍ତୁ ଜାଣିବା ଖରାଦିନେ ନିଜ ତ୍ଵଚାର ଯତ୍ନ କିପରି ନେବେ ?

ଖରାଦିନେ ତ୍ଵଚାର ଯତ୍ନ ପାଇଁ କିଛି ଟିପ୍ସ :-

  • ଖରା ଦାଉରୁ ରକ୍ଷା ପାଇବାକୁ ହେଲେ ସନ୍ଧ୍ୟା ସମୟରେ ମୁହଁରେ ବରଫ ଖଣ୍ଡ ଲଗାନ୍ତୁ ।
  • ମୁହଁରେ ଟମାଟୋ ପେଷ୍ଟ ଲଗାନ୍ତୁ ଯାହା ଆପଣଙ୍କ ଫେସ୍‌କୁ ଗ୍ଲୋ କରିଥାଏ ।
  • ସନବର୍ନ କମ୍‌ କରିବାକୁ ହେଲେ ଗୋଲାପ ଜଳରେ ତରଭୁଜ ରସ ମିଶାନ୍ତୁ ଏବଂ ଏହାକୁ ୨୦ମିନିଟ୍‌ ପାଇଁ ଲଗାଇ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • ମୁହଁ ଗ୍ଲୋ ରଖିବାକୁ ହେଲେ ଏକ ଚାମଚ ମହୁରେ ଦୁଇଚାମଚ ଲେମ୍ବୁ ରସ ମିଶାନ୍ତୁ ଏବେ ଏହି ମିଶ୍ରଣକୁ ୩୦ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ପରେ ଧୋଇ ଦିଅନ୍ତୁ ।
  • ଅଏଲ ସ୍କିନ୍‌ରୁ ରକ୍ଷା ପାଇବାକୁ ହେଲେ ମୁହଁରେ କାକୁଡ଼ିକୁ କାଟି ଦହି ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ୨୦ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଖରାଦିନେ ତ୍ଵଚାର ଯତ୍ନ କିପରି ନେବେ ଜାଣନ୍ତୁ ? face

ପଢନ୍ତୁ ;

ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ “ଖଜୁରୀ”,ଜାଣନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ

Related posts

ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

Krishna Kumar Manoj

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

Krishna Kumar Manoj

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More