• Home
  • News
  • ଓଡ଼ିଆ ଝିଅ ସିମ୍ରନ ମିଶ୍ର ଆମେରିକୀୟ ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି!
News

ଓଡ଼ିଆ ଝିଅ ସିମ୍ରନ ମିଶ୍ର ଆମେରିକୀୟ ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି!

ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ଓଡ଼ିଆ ଝିଅ ସିମ୍ରନ ମିଶ୍ର ନିର୍ବାଚିତ ହୋଇଛନ୍ତି।

ସିମ୍ରନ ସଂପ୍ରତି ଏହି ବିଶ୍ୱବିଦ୍ୟାଳୟ ଅଧିନ ମିନୋସୋଟା କାର୍ଲସନ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟୟନରତ । ୨୦୧୮-୧୯ ବର୍ଷ ପାଇଁ ସିମ୍ରନ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୭୯ ପ୍ରତିଶତ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ତିନିବର୍ଷ ଧରି ସେ ମିନେସୋଟା ଛାତ୍ର ସଂଘରେ ବିବିଧ ଏବଂ ଅନ୍ତର୍ଭୁକ୍ତୀକରଣ ନିର୍ଦ୍ଦେଶକ ତଥା ମଂଚର ବକ୍ତା ଭାବେ କାର୍ଯ୍ୟ କରିଛନ୍ତି । ସିମ୍ରନ ଭବିଷ୍ୟତରେ ମ୍ୟାନେଜମେଣ୍ଟ ପରାମର୍ଶଦାତ୍ରୀ ଭାବେ କାମ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଅଧ୍ୟୟନ ସହିତ ସେ ବିଶ୍ୱ ବିଦ୍ୟାଳୟରେ ଛାତ୍ର କଲ୍ୟାଣ କାର୍ଯ୍ୟ ଦିଗରେ ବିଶେଷ ଧ୍ୟାନ ଦେଇ ପ୍ରଶଂସା ସାଉଁଟିଛନ୍ତି । ସିମ୍ରନଙ୍କ ଅଜା ହେଉଛନ୍ତି ପ୍ରଫେସର ନାରାୟଣ ଦାଶ ଏବଂ ଜେତେ ପ୍ରଦୋଷ ଚନ୍ଦ୍ର ମିଶ୍ର।

ଓଡ଼ିଆ ଝିଅ ସିମ୍ରନ ମିଶ୍ର ଆମେରିକୀୟ ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି! simran

ପଢନ୍ତୁ;

ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ ,ଚାର୍ଜରେ ବସାଇ କଥା ହେଉଥିବା ବେଳେ ବିସ୍ଫୋରଣ

Related posts

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

Krishna Kumar Manoj

ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ : ବିନା ସଙ୍କୋଚରେ ବ୍ୟବହାର କରନ୍ତୁ

Krishna Kumar Manoj

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More