ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦରେ ସାମନାକୁ ଆସିଛି ନୂଆ ଟ୍ଵିଷ୍ଟ । ଆଜି ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟା । ପୁରୀରେ ପ୍ରେସମିଟ୍ ଡାକିଛନ୍ତି । ସକାଳ ୧୦ଟାରେ ପ୍ରେମସିଟରେ ସବୁ କଥା କହିବେ ।
ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦରେ ସାମନାକୁ ଆସିଛି ନୂଆ ଟ୍ଵିଷ୍ଟ । ଆଜି ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟା । ପୁରୀରେ ପ୍ରେସମିଟ୍ ଡାକିଛନ୍ତି । ସକାଳ ୧୦ଟାରେ ପ୍ରେମସିଟରେ ସବୁ କଥା କହିବେ । ପ୍ରଥମ ଥର ମିଡିଆ ସାମନାକୁ ଆସିବେ ଓ ଅଭିଯୋଗର ଗୋଟି ଗୋଟି ଜବାବ ରଖିବେ ବୋଲି କହିଛନ୍ତି ଶ୍ରୀୟା । ସ୍ୱାମୀ ହ୍ୟୁମାନ ସାଗରଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିବେ । ଶାଶୁ ମିଡ଼ିଆରେ ଯେଉଁ ସବୁ କଥା କହିଛନ୍ତି ତାର ଜବାବ ରଖିବେ ଶ୍ରୀୟା ।ଶ୍ରୀୟା କହିଛନ୍ତି, ଶାଶୁ ଆଣିଥିବା ଅଭିଯୋଗ ମିଛ । ତାଙ୍କ ନାଁରେ ଓ ବାପ ଘର ବିରୋଧରେ ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ତାଙ୍କୁ ମାଡ଼ ମାରୁଥିଲେ ହ୍ୟୁମାନ । ଅଲଗା ଝିଅଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ରହିଛି । ସେସବୁର ଆଜି ଖୁଲାସା କରିବେ ବୋଲି ଶ୍ରୀୟା କହିଛନ୍ତି । ପ୍ରେସମିଟରେ କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଆପୋଷ ସମାଧାନ ପାଇଁ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କୁ ସମୟ ଦେଇଛି ମହିଳା ଥାନା ପୋଲିସ । ତାପୂର୍ବରୁ ଶ୍ରୀୟାଙ୍କ ପ୍ରେସମିଟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆପୋଷ ବୁଝାମଣାରୁ ସମାଧାନର ବାଟ ବାହାରିଲା କି ନାହିଁ ? ପ୍ରେସମିଟ୍ ପରେ ହ୍ୟୁମାନ ସାଗର-ଶ୍ରୀୟା ମିଶ୍ର କଳି ଥମିବ ନା ବଢ଼ିବ ? ପୁଣି ଏକାଠି ହେବେ ତ ସେଲିବ୍ରିଟି ସିଙ୍ଗର କପଲ୍ ? ପାରିବାରିକ ବିବାଦ ସମାଧାନ ହେବ ନା ଆହୁରି ତେଜିବ ?
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।