Entertainment

ଗାୟକ ରାହତ ଫତେ ଅଲି ଖାଁଙ୍କୁ ଇଡ଼ି ନୋଟିସ୍‌

rahAT

ପାକିସ୍ତାନୀ ଗାୟକ ରାହତ୍‌ ଫତେ ଅଲି ଖାଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ବୁଧବାର ନୋଟିସ୍‌ ଜାରି ହୋଇଛି। ବୈଦେଶିକ ମୁଦ୍ରା ଉଦ୍ଧାର କରାଯାଇଥିବା ଘଟଣାରେ ୨୦୧୧ରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌ (ଡିଆର୍‌ଆଇ) ଏଫ୍‌ଇଏମ୍‌ଏ ଓ କଷ୍ଟମ୍‌ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଖାଁ ଏବଂ ତାଙ୍କ ମ୍ୟାନେଜର୍‌ ମରୁଫ୍‌ଙ୍କ ବିରୋଧରେ ଚାର୍ଜ କରିଥିଲା।

ରାହତ କହିଥିଲେ ଯେ ସେ କିଛି ଭୁଲ୍‌ କରି ନାହାନ୍ତି। ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ଗୋଟିଏ ଦଳରେ ଯାତ୍ରା କରୁଥିବାରୁ ସେ ଟଙ୍କା ରଖିଥିଲେ। ଗାୟକଙ୍କର ଓକିଲମାନେ ସୋ’ ଏବଂ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଦାଖଲ କରିଥିଲେ।

ସୂଚନାଯୋଗ୍ୟ,ସେ ୨୦୦୩ରେ ବଲିଉଡ୍‌ ଫିଲ୍ମ ପାପାରେ ଡେବ୍ୟୁ କରିଥିଲେ। ଇସ୍ତାଦ୍‌ ନୁସରତ୍‌ ଫତେଅଲ୍ଲୀ ଖାଁଙ୍କର ଭଣଜା।

ପଢନ୍ତୁ; ପୋଷ୍ଟରରେ ରାହୁଲଙ୍କୁ ଭଗବାନ ରାମ ଭାବେ ଚିତ୍ରଣ , ଫଟୋ ଭାଇରାଲ୍‌

Related posts

ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

ENO Beuro

୧୦୦ କୋଟି ଆୟ ପରେ ୨୦୧୯ର ସଫଳ ଫିଲ୍ମ ତାଲିକାରେ ‘କବୀର ସିଂ’

Ratnamani Moharana

ସୋନମଙ୍କ ରିସେପ୍ସନରେ ଆଲିୟା ଓ ରଣବୀର ଏକାଠି ନଜର ଆସିଲେ !

ENO Beuro

Leave a Comment