ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ ଦେଲେ ମଦାରିୟା ସୁଫି ଫାଉଣ୍ଡେସନ୍

ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ସୋନା ମହାପାତ୍ରଙ୍କ ଏକ ଭିଡିଓ ‘ତୋରି ସୁରତ୍’କୁ ନେଇ ଏହି ଧମକ ମିଳିଛି। ଭିଡିଓରେ ସୁଫି ସଂସ୍କୃତିକୁ ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି । ଏହା ସହ ଏହି ଭିଡିଓ ଅଶ୍ଳୀଳ ଓ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟିକାରୀ ହୋଇଥିବା ଅଭିଯୋଗ କରି ସୋନାଙ୍କୁ ମଦାରିୟା ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି।

ସୁଫିଜିମ୍ ଶାନ୍ତି, ନ୍ୟାୟ ଓ ମାନବାଧିକାର ପାଇଁ କାମ କରୁଥିବା ମଦାରିୟା ସୁଫି ଫାଉଣ୍ଡେସନ୍ର ସଭାପତି ସମୀର ବୋଘାନି କହିଛନ୍ତି ସୁଫି ସଙ୍ଗୀତ ପରିବେଷଣ ପାଇଁ ସ୍ୱତନ୍ତ୍ର ଫର୍ମାଟ୍ ରହିଛି । କିନ୍ତୁ ସୋନା ମହାପାତ୍ର ଗୀତ ଗାଇବା ବେଳେ ଯେଉଁ ନୃତ୍ୟ, ସ୍ୱର ଓ ପୋଷାକ ବ୍ୟବହାର କରିଛନ୍ତି ତାହା ଆପତିଜନକ। ଏହା ସହ ଏହି ଭିଡିଓ ଆଲବମ୍ ପାଇଁ ଫାଉଣ୍ଡେସନରୁ କୌଣସି ଅନୁମତି ନେଇନାହାନ୍ତି ସୋନା ମହାପାତ୍ର। ତେଣୁ ଏହି ଭିଡିଓକୁ ୟୁଟ୍ୟୁବ୍ ଓ ବିଭିନ୍ନ ସୋସିଆଲ ମିଡିଆରୁ ପ୍ରତ୍ୟାହାର କରିନେବାକୁ ଧମକ ଦିଆଯାଇଛି।

ପଢନ୍ତୁ; ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

କିନ୍ତୁ ସୋନା ମହାପାତ୍ର ଗୀତ ଗାଇବା ବେଳେ ଯେଉଁ ନୃତ୍ୟ, ସ୍ୱର ଓ ପୋଷାକ ବ୍ୟବହାର କରିଛନ୍ତି ତାହା ଆପତିଜନକ। - 8.6

86%

ଭିଡିଓରେ ସୁଫି ସଂସ୍କୃତିକୁ ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି । - 8.2

82%
8.4/10

Very Good!

ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ସୋନା ମହାପାତ୍ରଙ୍କ ଏକ ଭିଡିଓ ‘ତୋରି ସୁରତ୍’କୁ ନେଇ ଏହି ଧମକ ମିଳିଛି । ଭିଡିଓରେ ସୁଫି ସଂସ୍କୃତିକୁ ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି । ଏହା ସହ ଏହି ଭିଡିଓ ଅଶ୍ଳୀଳ ଓ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟିକାରୀ ହୋଇଥିବା ଅଭିଯୋଗ କରି ସୋନାଙ୍କୁ ମଦାରିୟା ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି।

5/5 Votes: 1 user

You're not rated yet