Loading...

ଏଣିକି M.Phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏଣିକି M.Phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।


  •  
  •  

 

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ । ପାଠ୍ୟକ୍ରମ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ନୀତି ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଏହି ସଂପର୍କରେ ଗତକାଲି ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି।ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଏକ ସମୟରେ ଗବେଷଣା ପାଠ୍ୟକ୍ରମର ନାମଲେଖା ହେବ ଏବଂ ପାଠ୍ୟକ୍ରମର ସମୟସୀମା ମଧ୍ୟ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.