News

ସିରିୟାରେ ୩ ହଜାର ଆଇଏସ ଆତଙ୍କବାଦୀ କଲେ ସମର୍ପଣ

sirrian terrorist surrender

ସିରିୟାନ ଡେମୋକ୍ରାଟିକ ଫୋର୍ସେସର ବଡ ସଫଳତା

ସିରିୟାର ଇସଲାମିକ ଆତଙ୍କବାଦୀଙ୍କ ଶାସନରେ ଅତିଷ୍ଠ ସିରିୟା ଆମେରିକାର ସହଯୋଗରେ ଆଇଏସର ଗଡ କୁହାଯାଉଥିବା ବାଘୌଜ  ଉପରେ କବଜ୍ଜା କରିବାକୁ ଘମାଘୋଟ ଯୁଦ୍ଧ ଚଳାଇଛି। ମଙ୍ଗଳବାର ରାତିଠାରୁ ବୁଧବାର ସକଳ ଯାଏ ସହର ଭିତରେ ଚାଲିଥିଲା ଗୁଳି ବର୍ଷଣ। ଏହି ଲଢେଇରେ ଆଇଏସର ୨ଟି ଅସ୍ତ୍ରାଗାର  ଧ୍ଵଂସ ହେଇଯାଇଥିଲାବେଳେ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ  ଘଟିଛି।

ତେବେ ଏହି ଯୁଦ୍ଧର ପରିଣିତି ଦେଖି ୩ ହଜାର ଆତଙ୍କବଦୀ ଆତ୍ମସମର୍ପଣ  କରିଥିବା ଏସଡ଼ିଏଫର ପ୍ରବକ୍ତା ମୁସ୍ତାଫା ବାଲି ସୂଚନା ଦେଇଛନ୍ତି। ସିରିୟାକୁ ବହୁତ ଜଳଦି ଆଇଏସ ମୁକ୍ତ କରାଯିବ ବୋଲି ସେ କହିଛନ୍ତି।

ପଢନ୍ତୁ: ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

Related posts

କାନାଡା ଟରୋଣ୍ଟୋରେ ଗୁଳିକାଣ୍ଡ, ୨ ମୃତ ୧୩ରୁ ଅଧିକ ଆହତ

ENO Beuro

ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

Ratnamani Moharana

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ENO Beuro

Leave a Comment