Loading...

ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶିର ସରସ ମେଳ

ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶିର ସରସ ମେଳ

ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ୨୯ ତାରିଖ ଯାଏଁ ଚାଲିବ । ମେଳାରେ ଚଳିତ ବର୍ଷ ମୋଟ ୩୫୦ ଟି ଷ୍ଟଲ ପଡିଥିବାବେଳେ ସେଥି ମଧ୍ୟରୁ ରାଜ୍ୟ ବାହାରୁ ୧୧୫ ଟି ଷ୍ଟଲ, ରାଜ୍ୟର ୧୯୦ ଟି ଷ୍ଟଲ ରହିଛି ।

ଭୁବନେଶ୍ବରରେ ଆରମ୍ଭ ହେଲା ଶିଶିର ସରସ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆରେ ଆରମ୍ଭ ହୋଇଥିବା ଶିଶିର ସରସ ୨୦୨୩ ମେଳାରେ ଭର୍ଚୁଆଲରେ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ୨୯ ତାରିଖ ଯାଏଁ ଚାଲିବ । ମେଳାରେ ଚଳିତ ବର୍ଷ ମୋଟ ୩୫୦ ଟି ଷ୍ଟଲ ପଡିଥିବାବେଳେ ସେଥି ମଧ୍ୟରୁ ରାଜ୍ୟ ବାହାରୁ ୧୧୫ ଟି ଷ୍ଟଲ, ରାଜ୍ୟର ୧୯୦ ଟି ଷ୍ଟଲ ରହିଛି । ଏହାସହ ୨୮ ଟି ଫୁଡ୍ ଷ୍ଟଲ ରହିଛି । ୨୪ ଟି ରାଜ୍ୟର ବ୍ୟବସାୟୀ ମେଳାରେ ସାମିଲ ଦେଇଛନ୍ତି । ମେଲାରେ ହକିକୁ ପ୍ରମୋଟ କରିବା ପାଇଁ ହକି ପାଭଲିୟନ କରାଯାଇଛି । ଏହି ପାଭଲିୟନରେ ହକି ଖେଳର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.